Advertisment

ନିଜ ନାଁରେ ହେଉଥିବା ଗୁଜବର ଏମିତି ଉତ୍ତର ରଖିଲେ ଦିବ୍ୟାଙ୍କା

ମୁମ୍ବାଇ: ସମ୍ପର୍କ ସୁତାଖିଅ ପରି। ଗଢ଼ି ହେବା ଖୁବ୍‌ କଷ୍ଟ କିନ୍ତୁ ଭାଙ୍ଗିବା ଖୁବ୍‌ ସହଜ। ସତରେ ସମ୍ପର୍କ ଏମିତି ଏକ ଜିନିଷ ଯାହାର ସଫଳତା ଏଥିରୁ ଜଣା ପଡ଼େ ନାହିଁ  ଯେ, କିଏ କେତେ ସଫଳ  ଆଉ ଅସଫଳ। କି ଏଥିରୁ ବି ଜଣା ପଡ଼େ ନାହିଁ କିଏ ଭଲ ରୋଜଗାର କରୁଛି କି କିଏ କେତେ ଭଲ ଘର ଚଳାଇ ପାରୁଛି। ସମ୍ପର୍କକୁ ମଜଭୁଦ କରିବାକୁ ହେଲେ ଜଣଙ୍କୁ ଅନ୍ୟ ଜଣକୁ ବୁଝିବାକୁ ପଡ଼େ। […]

ଅଦ୍ୟତନ ହୋଇଛି
ନିଜ ନାଁରେ ହେଉଥିବା ଗୁଜବର ଏମିତି ଉତ୍ତର ରଖିଲେ ଦିବ୍ୟାଙ୍କା

dibyanka

Advertisment

ମୁମ୍ବାଇ: ସମ୍ପର୍କ ସୁତାଖିଅ ପରି। ଗଢ଼ି ହେବା ଖୁବ୍‌ କଷ୍ଟ କିନ୍ତୁ ଭାଙ୍ଗିବା ଖୁବ୍‌ ସହଜ। ସତରେ ସମ୍ପର୍କ ଏମିତି ଏକ ଜିନିଷ ଯାହାର ସଫଳତା ଏଥିରୁ ଜଣା ପଡ଼େ ନାହିଁ  ଯେ, କିଏ କେତେ ସଫଳ  ଆଉ ଅସଫଳ। କି ଏଥିରୁ ବି ଜଣା ପଡ଼େ ନାହିଁ କିଏ ଭଲ ରୋଜଗାର କରୁଛି କି କିଏ କେତେ ଭଲ ଘର ଚଳାଇ ପାରୁଛି। ସମ୍ପର୍କକୁ ମଜଭୁଦ କରିବାକୁ ହେଲେ ଜଣଙ୍କୁ ଅନ୍ୟ ଜଣକୁ ବୁଝିବାକୁ ପଡ଼େ। ସବୁ କ୍ଷେତ୍ରରେ ପରସ୍ପର ମଧ୍ୟରେ ପ୍ରୋତ୍ସାହନ, ଭଲ ପାଇବା, ସହଯୋଗର ଆବଶ୍ୟକତା ଥାଏ।

Advertisment

publive-imageଏସବୁ ଦେଖିବାକୁ ମିଳିଛି ଟେଲିଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରୀପାଠି ଓ ତାଙ୍କ ସ୍ୱାମୀ ଅଭିନେତା ବିବେକଙ୍କ ମଧ୍ୟରେ। ଦୁହେଁ ରାଜୀବ ଖଣ୍ଡେଲ୍‌ୱାଲ୍‌ଙ୍କ ଶୋ’କୁ ଆସି ନିଜ ସମ୍ପର୍କର କିଛି ଅନୁଭୂତି ଦର୍ଶକଙ୍କ ଆଗରେ ଶେଆର କରିଛନ୍ତି। ଆସନ୍ତୁ ଦେଖିବା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe