Advertisment

ଦିଲୀପ କୁମାରଙ୍କ ଚିଠି ମୋ’ ପାଇଁ ସବୁଠାରୁ ବଡ଼ ପୁରସ୍କାର: ବିଗ୍ ବି

ମୁମ୍ୱାଇ: ଯାହା ଅଭିନୟ ଭଲ ଲାଗେ, ବିଗ୍ ବି ଅମିତାଭ ବଚ୍ଚନ ସେମାନଙ୍କ ପାଖକୁ ଚିଠି ଲେଖି ଅଭିନନ୍ଦନ ଜଣାଇଥା’ନ୍ତି। ତେବେ ଅନ୍ୟମାନଙ୍କ ପାଖକୁ ଚିଠି ପଠାଉଥିବା ଅମିତାଭଙ୍କ ପାଖକୁ ଏବେ ଦିଲୀପ କୁମାର ଚିଠି ପଠାଇଛନ୍ତି। ନିକଟରେ ଦିଲୀପ କୁମାର ଅମିତାଭ ବଚ୍ଚନଙ୍କ ଅଭିନିତ ‘ବ୍ଲାକ୍’ ଫିଲ୍ମ ଦେଖିବା ପରେ ତାଙ୍କ ପାଖକୁ ଏହି ଚିଠି ଲେଖିଛନ୍ତି। ଏହି ଚିଠିକୁ ଅମିତାଭ ଫଟୋ ଫ୍ରେମ୍ କରି ଘରେ ଲଗାଇଥିବା କହିଛନ୍ତି। ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର […]

ଅଦ୍ୟତନ ହୋଇଛି
ଦିଲୀପ କୁମାରଙ୍କ ଚିଠି ମୋ’ ପାଇଁ ସବୁଠାରୁ ବଡ଼ ପୁରସ୍କାର: ବିଗ୍ ବି

amitabh

Advertisment

ମୁମ୍ୱାଇ: ଯାହା ଅଭିନୟ ଭଲ ଲାଗେ, ବିଗ୍ ବି ଅମିତାଭ ବଚ୍ଚନ ସେମାନଙ୍କ ପାଖକୁ ଚିଠି ଲେଖି ଅଭିନନ୍ଦନ ଜଣାଇଥା’ନ୍ତି। ତେବେ ଅନ୍ୟମାନଙ୍କ ପାଖକୁ ଚିଠି ପଠାଉଥିବା ଅମିତାଭଙ୍କ ପାଖକୁ ଏବେ ଦିଲୀପ କୁମାର ଚିଠି ପଠାଇଛନ୍ତି। ନିକଟରେ ଦିଲୀପ କୁମାର ଅମିତାଭ ବଚ୍ଚନଙ୍କ ଅଭିନିତ ‘ବ୍ଲାକ୍’ ଫିଲ୍ମ ଦେଖିବା ପରେ ତାଙ୍କ ପାଖକୁ ଏହି ଚିଠି ଲେଖିଛନ୍ତି। ଏହି ଚିଠିକୁ ଅମିତାଭ ଫଟୋ ଫ୍ରେମ୍ କରି ଘରେ ଲଗାଇଥିବା କହିଛନ୍ତି। ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର ବୋଲି ଅମିତାଭ କହିଛନ୍ତି।

Advertisment

ଅମିତାଭ ଅଭିନେତ୍ରୀ କଙ୍ଗନା ରନାୱାତଙ୍କୁ ତାଙ୍କ ଫିଲ୍ମ ‘ତନୁ ୱେସ୍ ମନୁ ରିଟର୍ଣ୍ଣସ୍’ ପାଇଁ ଦୁଇଟି ଅଲଗା ଅଲଗା ଚିଠି ଲେଖି ପଠାଇଥିଲେ। ସେହିପରି ‘ବାଜି ରାଓ ମସ୍ତାନୀ’ ପାଇଁ ପ୍ରିୟଙ୍କା ଚୋପ୍ରା ଓ ରଣବୀର ସିଂଙ୍କୁ ଚିଠି ପଠାଇ ନିଜର ଖୁସି ଜାହିର କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe