‘ଦିଲୱାଲେ’ର ଟ୍ରେଲର ରିଲିଜ୍

ମୁମ୍ବାଇ: ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦିଲୱାଲ’ର ଟ୍ରେଲର। ଫିଲ୍ମରେ ପରଦା ଉପରକୁ ବହୁ ଦିନ ପରେ କମବ୍ୟାକ କରୁଛନ୍ତି ଶାହାରୁଖ-କାଜଲ ଯୋଡ଼ି। ଟ୍ରେଲରରେ ବଲିଉଡର ଏହି ଲୋକପ୍ରିୟ ଯୋଡ଼ିର କେମେଷ୍ଟ୍ରୀ ଦେଖିବା ପରି ହୋଇଛି। ସେହିପରି ବରୁଣ ଧୱନ ଓ କ୍ରିତି ସାନନ ପ୍ରଥମ ଥର ପାଇଁ ଫିଲ୍ମରେ ଏକାଠି ଆସୁଛନ୍ତି। ଫିଲ୍ମର ଟ୍ରେଲରରେ ରହିଛି ଟିପିକାଲ୍ ରୋହିତ୍ ସେଟ୍ଟୀ ମସାଲା। ଜବରଦସ୍ତ ଷ୍ଟଣ୍ଟ ସାଙ୍ଗକୁ କଲରଫୁଲ୍ ଲୋକେସନ୍ ଫିଲ୍ମର ଲୁକ୍ସକୁ ଅଧିକ ସୁନ୍ଦର […]

dilwale_

dilwale_

Rakesh Mallick
  • Published: Tuesday, 10 November 2015
  • Updated: 10 November 2015, 06:10 AM IST

Sports

Latest News

ମୁମ୍ବାଇ: ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦିଲୱାଲ’ର ଟ୍ରେଲର। ଫିଲ୍ମରେ ପରଦା ଉପରକୁ ବହୁ ଦିନ ପରେ କମବ୍ୟାକ କରୁଛନ୍ତି ଶାହାରୁଖ-କାଜଲ ଯୋଡ଼ି। ଟ୍ରେଲରରେ ବଲିଉଡର ଏହି ଲୋକପ୍ରିୟ ଯୋଡ଼ିର କେମେଷ୍ଟ୍ରୀ ଦେଖିବା ପରି ହୋଇଛି। ସେହିପରି ବରୁଣ ଧୱନ ଓ କ୍ରିତି ସାନନ ପ୍ରଥମ ଥର ପାଇଁ ଫିଲ୍ମରେ ଏକାଠି ଆସୁଛନ୍ତି। ଫିଲ୍ମର ଟ୍ରେଲରରେ ରହିଛି ଟିପିକାଲ୍ ରୋହିତ୍ ସେଟ୍ଟୀ ମସାଲା। ଜବରଦସ୍ତ ଷ୍ଟଣ୍ଟ ସାଙ୍ଗକୁ କଲରଫୁଲ୍ ଲୋକେସନ୍ ଫିଲ୍ମର ଲୁକ୍ସକୁ ଅଧିକ ସୁନ୍ଦର କରିଛି। ଟ୍ରେଲରରେ ଶାହାରୁଖଙ୍କ ଚରିତ୍ରର ବିଭିନ୍ନ ସେଡ୍ ଦେଖିବାକୁ ମିଳୁଛି। ଡିସେମ୍ୱର ୧୮ରେ ଆସୁଛି ‘ଦିଲୱାଲେ’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos