dilwale_
Advertisment
ମୁମ୍ବାଇ: ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦିଲୱାଲ’ର ଟ୍ରେଲର। ଫିଲ୍ମରେ ପରଦା ଉପରକୁ ବହୁ ଦିନ ପରେ କମବ୍ୟାକ କରୁଛନ୍ତି ଶାହାରୁଖ-କାଜଲ ଯୋଡ଼ି। ଟ୍ରେଲରରେ ବଲିଉଡର ଏହି ଲୋକପ୍ରିୟ ଯୋଡ଼ିର କେମେଷ୍ଟ୍ରୀ ଦେଖିବା ପରି ହୋଇଛି। ସେହିପରି ବରୁଣ ଧୱନ ଓ କ୍ରିତି ସାନନ ପ୍ରଥମ ଥର ପାଇଁ ଫିଲ୍ମରେ ଏକାଠି ଆସୁଛନ୍ତି। ଫିଲ୍ମର ଟ୍ରେଲରରେ ରହିଛି ଟିପିକାଲ୍ ରୋହିତ୍ ସେଟ୍ଟୀ ମସାଲା। ଜବରଦସ୍ତ ଷ୍ଟଣ୍ଟ ସାଙ୍ଗକୁ କଲରଫୁଲ୍ ଲୋକେସନ୍ ଫିଲ୍ମର ଲୁକ୍ସକୁ ଅଧିକ ସୁନ୍ଦର କରିଛି। ଟ୍ରେଲରରେ ଶାହାରୁଖଙ୍କ ଚରିତ୍ରର ବିଭିନ୍ନ ସେଡ୍ ଦେଖିବାକୁ ମିଳୁଛି। ଡିସେମ୍ୱର ୧୮ରେ ଆସୁଛି ‘ଦିଲୱାଲେ’।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/11/dilwale_.jpg)