Advertisment

‘ଦିଲୱାଲେ’ର ଆସିଲା ଆଉ ଏକ ନୂଆ ଗୀତ

ମୁମ୍ୱାଇ: ଚଳିତବର୍ଷର ମୋଷ୍ଟ ଆୱେଟେଡ୍ ରୋମାଣ୍ଟିକ ମୁଭି ‘ଦିଲୱାଲେ’ର ଆସିଛି ଆଉ ଏକ ନୂଆ ଗୀତ। ଏହି ଗୀତରେ ଉଭୟ ବରୁଣ ଏବଂ କ୍ରୀତିଙ୍କ ରୋମାନସ୍ ଦର୍ଶକଙ୍କୁ ଖୁବ ଏଣ୍ଟରଟେନ୍ କରୁଛି। ମ୍ୟୁଜିକ ଚାର୍ଟରେ ଗେରୁଆ ଏବେ ବି ରାଜ କରୁଥିବା ବେଳେ ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ଦିଲୱାଲେର ଆଉ ଏକ ନୂଆ ଫନ୍ ଟ୍ରାକ୍ ‘ମନମା ଇମୋସନ ଜାଗେ’ ଆସିଛି। ହାଣ୍ଡସମ୍ ବରୁଣ ଧୱନ ଏବଂ ଗର୍ଜିୟସ କ୍ରୀତି ସାନନଙ୍କୁ ନେଇ ଏହି ଗୀତରେ ପିକ୍ଚରରାଇଜ୍ କରାଯାଇଛି। […]

author-image
Rakesh Mallick
ଅଦ୍ୟତନ ହୋଇଛି
‘ଦିଲୱାଲେ’ର ଆସିଲା ଆଉ ଏକ ନୂଆ ଗୀତ

manmaa

ମୁମ୍ୱାଇ: ଚଳିତବର୍ଷର ମୋଷ୍ଟ ଆୱେଟେଡ୍ ରୋମାଣ୍ଟିକ ମୁଭି ‘ଦିଲୱାଲେ’ର ଆସିଛି ଆଉ ଏକ ନୂଆ ଗୀତ। ଏହି ଗୀତରେ ଉଭୟ ବରୁଣ ଏବଂ କ୍ରୀତିଙ୍କ ରୋମାନସ୍ ଦର୍ଶକଙ୍କୁ ଖୁବ ଏଣ୍ଟରଟେନ୍ କରୁଛି। ମ୍ୟୁଜିକ ଚାର୍ଟରେ ଗେରୁଆ ଏବେ ବି ରାଜ କରୁଥିବା ବେଳେ ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ଦିଲୱାଲେର ଆଉ ଏକ ନୂଆ ଫନ୍ ଟ୍ରାକ୍ ‘ମନମା ଇମୋସନ ଜାଗେ' ଆସିଛି। ହାଣ୍ଡସମ୍ ବରୁଣ ଧୱନ ଏବଂ ଗର୍ଜିୟସ କ୍ରୀତି ସାନନଙ୍କୁ ନେଇ ଏହି ଗୀତରେ ପିକ୍ଚରରାଇଜ୍ କରାଯାଇଛି। ରେଡ୍ କାର ଆଉ ଜିପ ଦ୍ୱାରା ପୁରା ଟାଉନକୁ ସଜ୍ଜା ଯାଇଥିବା ବେଳେ ବରୁଣ ଏବଂ କ୍ରୀତିଙ୍କ ଟ୍ରେଣ୍ଡି ଆଉଟଫିଟ୍ ଗୀତଟିରେ ଆହୁରି ଫନ୍ ଆଡ୍ କରିଛି।

Advertisment

ପ୍ରୀତମଙ୍କ ମ୍ୟୁଜିକରେ ଭଏସ୍ ଦେଇଛନ୍ତି ଅମିତ ମିଶ୍ରା, ଅନୁଷ୍କା ମନଚନ୍ଦା ଏବଂ ଅନ୍ତରା ମିତ୍ର। ଗେରୁଆ ସଙ୍ଗରେ ଶାହାରୁଖ ଏବଂ କାଜୋଲଙ୍କ ରୋମାନସକୁ ସିନେ ଲଭର ହାଏଷ୍ଟ ଲାଇକ୍ କରିଥିବା ବେଳେ ବରୁଣ ଏବଂ କ୍ରୀତିଙ୍କ ଏହି ଫନ ସଙ୍ଗ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ପୁରା ଫିଲ୍ମ କ୍ରୀଉ ଆଶାବାଦୀ ଅଛନ୍ତି। ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ‘ଦିଲୱାଲେ’ ଡିସେମ୍ୱର ୧୮ରେ ପରଦାକୁ ଆସିବ।