ଦିଲୱାଲେର ‘ଜନମ୍ ଜନମ୍’ରେ ଶାହାରୁଖ ଓ କାଜୋଲଙ୍କ ରୋମାନ୍ସ

ନୂଆଦିଲ୍ଲୀ: ‘ଜନମ୍ ଜନମ୍ ଜନମ୍…ସାଥ୍ ଚାଲନା ୟୁହିଁ…କସମ୍ ତୁହ୍ମେ କସମ୍…’ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଗୀତଟି ହେଉଛି ଶାହାରୁଖ-କାଜୋଲଙ୍କ ଅଭିନୀତ ‘ଦିଲୱାଲେ’ର। ଗେରୁଆ ଗୀତ ପରେ ପୁଣି ଥରେ ଏସଆରକେ ଓ କାଜୋଲଙ୍କ ଫ୍ୟାନଙ୍କୁ ମନ୍ତ୍ରମୁଗ୍ଧ କରିଛି ଏହି ଗୀତଟି। ୧୯୫୫ରେ ରିଲିଜ ହୋଇଥିବା ‘ଶ୍ରୀ-୪୨୦’ ଚଳଚିତ୍ରର ‘ପ୍ୟାର ହୁଆ ଏକରାର ହୁଆ’ ପରି ଏହି ଗୀତର ପିକ୍ଚରାଜେସନ ହୋଇଛି।

ଏହି ଗୀତକୁ ଅମିତ ଭଟ୍ଟାଚାର୍ଯ୍ୟ ଲଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତମ।