/odisha-reporter/media/post_attachments/uploads/2015/12/Janam-Janam-Song-Dilwale-Movie.jpg)
Janam-Janam-Song-Dilwale-Movie
[embed] style="text-align: justify">ନୂଆଦିଲ୍ଲୀ: ‘ଜନମ୍ ଜନମ୍ ଜନମ୍...ସାଥ୍ ଚାଲନା ୟୁହିଁ...କସମ୍ ତୁହ୍ମେ କସମ୍...’ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଗୀତଟି ହେଉଛି ଶାହାରୁଖ-କାଜୋଲଙ୍କ ଅଭିନୀତ ‘ଦିଲୱାଲେ’ର। ଗେରୁଆ ଗୀତ ପରେ ପୁଣି ଥରେ ଏସଆରକେ ଓ କାଜୋଲଙ୍କ ଫ୍ୟାନଙ୍କୁ ମନ୍ତ୍ରମୁଗ୍ଧ କରିଛି ଏହି ଗୀତଟି। ୧୯୫୫ରେ ରିଲିଜ ହୋଇଥିବା ‘ଶ୍ରୀ-୪୨୦’ ଚଳଚିତ୍ରର ‘ପ୍ୟାର ହୁଆ ଏକରାର ହୁଆ’ ପରି ଏହି ଗୀତର ପିକ୍ଚରାଜେସନ ହୋଇଛି।
Advertisment
ଏହି ଗୀତକୁ ଅମିତ ଭଟ୍ଟାଚାର୍ଯ୍ୟ ଲଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତମ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
