Advertisment

ଡିନର୍‌ ଡେଟ୍‌ରେ ଟାଇଗର ଓ ଦିଶା

ମୁମ୍ବାଇ: ଟାଇଗର ଶ୍ରଫ୍‌ ଓ ଦିଶା ପଟାନୀଙ୍କ ମଧ୍ୟରେ ବ୍ରେକ୍‌ ହୋଇଯାଇଥିବା ଖବର ଗୁଜବରେ ପରିଣତ ହୋଇଛି। କାରଣ ଏବେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି। ଉଭୟଙ୍କୁ ଡିନର ଡେଟ୍‌ରେ ଦେଖିବାକୁ ମିଳିଥିଲା। ଦିଶା ଗାଡି ଚଲାଉ ଥିବା ବେଳେ ଟାଇଗର ତାଙ୍କ ସହ ବସିଥିବା ଓ ଉଭୟ ବହୁତ ଖୁସିଥିବା ଜଣାପଡୁଥିଲା। ସୂଚନାଯୋଗ୍ୟ, କିଛିଦିନ ଆଗରୁ ଉଭୟ ପରିବାର ଛୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ଟାଇଗରଙ୍କ ମାଆ ଆୟଶା ଏବଂ ଦିଶାଙ୍କ ମାଆଙ୍କ ମଧ୍ୟରେ […]

author-image
Rakesh Mallick
ଡିନର୍‌ ଡେଟ୍‌ରେ ଟାଇଗର ଓ ଦିଶା

tiger

ମୁମ୍ବାଇ: ଟାଇଗର ଶ୍ରଫ୍‌ ଓ ଦିଶା ପଟାନୀଙ୍କ ମଧ୍ୟରେ ବ୍ରେକ୍‌ ହୋଇଯାଇଥିବା ଖବର ଗୁଜବରେ ପରିଣତ ହୋଇଛି। କାରଣ ଏବେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି। ଉଭୟଙ୍କୁ ଡିନର ଡେଟ୍‌ରେ ଦେଖିବାକୁ ମିଳିଥିଲା। ଦିଶା ଗାଡି ଚଲାଉ ଥିବା ବେଳେ ଟାଇଗର ତାଙ୍କ ସହ ବସିଥିବା ଓ ଉଭୟ ବହୁତ ଖୁସିଥିବା ଜଣାପଡୁଥିଲା।

Advertisment

ସୂଚନାଯୋଗ୍ୟ, କିଛିଦିନ ଆଗରୁ ଉଭୟ ପରିବାର ଛୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ଟାଇଗରଙ୍କ ମାଆ ଆୟଶା ଏବଂ ଦିଶାଙ୍କ ମାଆଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଦିଶା ନିଜ ସଫଳତା ପାଇଁ ଟାଇଗରଙ୍କୁ ବ୍ୟବହାର କରୁଥିବା ଆୟଶା ଭାବୁଥିବାରୁ ଏପରି କଥା କଟାକଟି ହୋଇଥିବା ଶୁଣିବାକୁ ମିଳିଥିଲା।