Advertisment

ରିଲିଜ ହେଲା ଦୀପିକାଙ୍କ ହଲିଉଡ ଫିଲ୍ମ ଟ୍ରେଲର

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କ ପରେ ଏବେ ହଲିଉଡରେ ପାଦ ଥାପିଛନ୍ତି ବଲିଉଡ ଡିଭା ଦୀପିକା ପାଦୁକୋନ। ବଲିଉଡ ପରେ ହଲିଉଡରେ ନିଜର ଅଭିନୟର ଯାଦୁ ଦେଖାଇବେ ଫିଲ୍ମ xXx: ‘The Return of Xander Cage’ରେ। ଫିଲ୍ମର ଟ୍ରେଲର ନିକଟରେ ରିଲିଜ ହୋଇଯାଇଛି। ୬୦ସେକେଣ୍ଡର ଏହି ଟ୍ରେଲରରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭରପୁର ଆକ୍ସନ ଦେଖିବାକୁ ମିଳିଛି। ପ୍ରଥମ ସିନ୍‌ରେ ହିଁ ଦୀପିକା ୧୮୦ ଡିଗ୍ରୀ ଆଙ୍ଗେଲରେ ସ୍ପ୍ଲିଟ୍ ସହ ଆକ୍ସନ କରୁଥିବା ଦେଖାଯାଇଛି। ଏହାବ୍ୟତୀତ ଦୀପିକାଙ୍କ […]

ରିଲିଜ ହେଲା ଦୀପିକାଙ୍କ ହଲିଉଡ ଫିଲ୍ମ ଟ୍ରେଲର

deepika-padukone

Advertisment

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କ ପରେ ଏବେ ହଲିଉଡରେ ପାଦ ଥାପିଛନ୍ତି ବଲିଉଡ ଡିଭା ଦୀପିକା ପାଦୁକୋନ। ବଲିଉଡ ପରେ ହଲିଉଡରେ ନିଜର ଅଭିନୟର ଯାଦୁ ଦେଖାଇବେ ଫିଲ୍ମ xXx: ‘The Return of Xander Cage’ରେ। ଫିଲ୍ମର ଟ୍ରେଲର ନିକଟରେ ରିଲିଜ ହୋଇଯାଇଛି।

Advertisment

୬୦ସେକେଣ୍ଡର ଏହି ଟ୍ରେଲରରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭରପୁର ଆକ୍ସନ ଦେଖିବାକୁ ମିଳିଛି। ପ୍ରଥମ ସିନ୍‌ରେ ହିଁ ଦୀପିକା ୧୮୦ ଡିଗ୍ରୀ ଆଙ୍ଗେଲରେ ସ୍ପ୍ଲିଟ୍ ସହ ଆକ୍ସନ କରୁଥିବା ଦେଖାଯାଇଛି। ଏହାବ୍ୟତୀତ ଦୀପିକାଙ୍କ ବଡି ଲାଙ୍ଗୁଏଜ ଏବଂ କଥା କହିବା ଅନ୍ଦାଜ ବେଶ ଆକର୍ଷଣୀୟ ହୋଇଛି। ଦୀପିକାଙ୍କ ଅଭିନୟ ଏତେ ସୁନ୍ଦର ହୋଇଛି ଯେ, ହଲିଉଡରେ ଏହା ତାଙ୍କ ଡେବ୍ୟୁ ଫିଲ୍ମ ବୋଲି ଜଣା ହିଁ ପଡ଼ୁନାହିଁ। ଫିଲ୍ମଟି ୨୦୧୭ ଜାନୁଆରୀ ୨୦ରେ ରିଲିଜ ହେବା ଫିଲ୍ମ ଦେଖିବା ପରେ ଦର୍ଶକ ଦୀପିକାଙ୍କୁ କେତେଦୂର ହଲିଉଡରେ ଆଗକୁ ଦେଖିବାକୁ ପସନ୍ଦ କରିବେ ତାହା ଜଣାପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe