ପ୍ରଭୁଙ୍କ ପାଇଁ ଦିଶାଙ୍କର ଏମିତି ଅବସ୍ଥା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିଶା ପଟାନି ଭଲ ନାଚି ପାରନ୍ତି। ସେ ଜଣେ ପ୍ରଫେସ୍‌ନାଲ୍‌ ଡ୍ୟାନ୍ସର। ଫିଲ୍ମରେ ତାଙ୍କ ନାଚ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସେ। ପ୍ରାୟ ସମୟରେ ସେ ନାଚ ଅଭ୍ୟାସ  କରିବାର ଦେଖାଯାଏ। ବେଳେ ବେଳେ ସେ ନୃତ୍ୟାଭ୍ୟାସର ଭିଡିଓ ବି ସୋଶାଲ୍ ମିଡିଆରେ ପୋଷ୍ଟ୍ କରନ୍ତି ଓ ସେଗୁଡ଼ିକ ଖୁବ୍ ଭାଇରାଲ୍ ହୋଇଥାଏ।  ତେବେ ଗତକାଲି ନାଚ ଅଭ୍ୟାସ କରୁଥିବା ବେଳେ ତାଙ୍କୁ ଆଘାତ ଲାଗିଛି। ଦିଶା ଏବେ ତାଙ୍କ ଆଗାମୀ ଫିଲ୍ମ […]

d

d

Biswobandita Swain
  • Published: Saturday, 09 November 2019
  • Updated: 09 November 2019, 01:50 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିଶା ପଟାନି ଭଲ ନାଚି ପାରନ୍ତି। ସେ ଜଣେ ପ୍ରଫେସ୍‌ନାଲ୍‌ ଡ୍ୟାନ୍ସର। ଫିଲ୍ମରେ ତାଙ୍କ ନାଚ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସେ। ପ୍ରାୟ ସମୟରେ ସେ ନାଚ ଅଭ୍ୟାସ  କରିବାର ଦେଖାଯାଏ। ବେଳେ ବେଳେ ସେ ନୃତ୍ୟାଭ୍ୟାସର ଭିଡିଓ ବି ସୋଶାଲ୍ ମିଡିଆରେ ପୋଷ୍ଟ୍ କରନ୍ତି ଓ ସେଗୁଡ଼ିକ ଖୁବ୍ ଭାଇରାଲ୍ ହୋଇଥାଏ।  ତେବେ ଗତକାଲି ନାଚ ଅଭ୍ୟାସ କରୁଥିବା ବେଳେ ତାଙ୍କୁ ଆଘାତ ଲାଗିଛି।

ଦିଶା ଏବେ ତାଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ଏକ ଗୀତରେ ନାଚ ଅଭ୍ୟାସ କରୁଥିବା ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି।

ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଦିଶା ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ସେ ତାଙ୍କ ଆଣ୍ଠୁକୁ ଚାହିଁ ବସିଥିବାର ଦେଖିବାକୁ ମିଳିଛି। ଏହି ଫଟୋ ଶେଆର କରି ଦିଶା ଲେଖିଛନ୍ତି, “ପ୍ରଭୁଦେବା ସାର୍‌ଙ୍କ ଡ୍ୟାନ୍ସ ଷ୍ଟେପ୍‌ ମୋର ଏମିତି ଅବସ୍ଥା କରିଛି। ମୋ ଆଣ୍ଠୁରେ ଆଘାତ ଲାଗିଯାଇଛି।”

ସୂଚନାଯୋଗ୍ୟ,  ‘ରାଧେ’ରେ ସଲ୍‌ମାନ୍‌ ଖାନ୍‌ଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ଦିଶା। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଭୁଦେବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story