ଦିଶାଙ୍କ ଫଟୋଶୁଟ୍‌ ଭାଇରାଲ୍

ମୁମ୍ବାଇ: ବଲିଉଡ୍‌ ଡିଭା ତଥା ନ୍ୟାସ୍‌ନାଲ୍ କ୍ରଶ୍ ଦିଶା ପଟାନୀ ଡେବ୍ୟୁ ଫିଲ୍ମରୁ ହିଁ ନିଜ କ୍ୟୁଟନେସ୍‌ରେ ସମସ୍ତଙ୍କୁ ଘାଇଲା କରି ଦେଇଥିଲେ। ଦିଶାଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ଢେର ଅଧିକ। ସୋଶାଲ୍‌ ମିଡିଆରେ ସେ ସବୁବେଳେ ଆକ୍ଟିଭ ରହୁଛନ୍ତି। ସେ ସବୁବେଳେ ଏଥିରେ ନିଜ ଫଟୋ ଶେଆର କରନ୍ତି। ନିକଟରେ ଦିଶା ଏକ ଫଟୋଶୁଟ୍‌ କରାଇଛନ୍ତି। ଏହାର ଭିଡିଓ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି, ଯାହା ଭାଇରାଲ୍‌ ହେଉଛି। https://www.instagram.com/p/B4bS0TLgR1h/?utm_source=ig_web_copy_link ଭିଡିଓରେ ଦିଶା ଲାଇଟ୍‌ […]

disha-patani

disha-patani

Chinmayee Roy
  • Published: Wednesday, 06 November 2019
  • Updated: 06 November 2019, 11:43 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଡିଭା ତଥା ନ୍ୟାସ୍‌ନାଲ୍ କ୍ରଶ୍ ଦିଶା ପଟାନୀ ଡେବ୍ୟୁ ଫିଲ୍ମରୁ ହିଁ ନିଜ କ୍ୟୁଟନେସ୍‌ରେ ସମସ୍ତଙ୍କୁ ଘାଇଲା କରି ଦେଇଥିଲେ। ଦିଶାଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ଢେର ଅଧିକ। ସୋଶାଲ୍‌ ମିଡିଆରେ ସେ ସବୁବେଳେ ଆକ୍ଟିଭ ରହୁଛନ୍ତି। ସେ ସବୁବେଳେ ଏଥିରେ ନିଜ ଫଟୋ ଶେଆର କରନ୍ତି। ନିକଟରେ ଦିଶା ଏକ ଫଟୋଶୁଟ୍‌ କରାଇଛନ୍ତି। ଏହାର ଭିଡିଓ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି, ଯାହା ଭାଇରାଲ୍‌ ହେଉଛି।

https://www.instagram.com/p/B4bS0TLgR1h/?utm_source=ig_web_copy_link

ଭିଡିଓରେ ଦିଶା ଲାଇଟ୍‌ ଅରେଞ୍ଜ କଲର୍‌ର ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଡ୍ରେସରେ ଦିଶା ବେଶ୍ ସୁନ୍ଦର ଓ ଗର୍ଜିୟସ୍ ଲାଗୁଛନ୍ତି। ଫ୍ୟାନ୍‌ମାନେ ମଧ୍ୟ ଦିଶାଙ୍କ ଏହି ଲୁକ୍‌କୁ ବେଶ୍ ପସନ୍ଦ କରୁଛନ୍ତି ଓ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି।

https://www.instagram.com/p/B4VJGANAU89/?utm_source=ig_web_copy_link

ଦିଶା ଶେଷଥର ସଲମାନଙ୍କ ଫିଲ୍ମ ‘ଭାରତ’ରେ ନଜର ଆସିଥିଲେ। ଫିଲ୍ମରେ ଦର୍ଶକଙ୍କୁ ସଲମାନ ଓ ତାଙ୍କ କେମେଷ୍ଟ୍ରି ବେଶ୍ ପସନ୍ଦ ଆସିଥିଲା। ଏବେ ସେ ତାଙ୍କର ଅପ୍‌କମିଂ ଫିଲ୍ମ ‘ମଲଙ୍ଗ’ ପାଇଁ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ଦିଶାଙ୍କୁ ପୁଣି ଥରେ ସଲମାନଙ୍କ ସହ ‘ଇଦ୍‌ ରାଧେ କି’ ଫିଲ୍ମରେ ଦେଖିବାକୁ ମିଳିବ।

https://www.instagram.com/p/B4UZTjEgNO2/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story