/odisha-reporter/media/post_attachments/uploads/2015/10/kkkkkkkkkkkkk.jpg)
film
ମୁମ୍ୱାଇ:ଚଳିତ ସପ୍ତାହରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ସିଂ ଇଜ୍ ବ୍ଲିଙ୍ଗ୍ ’ ଦ୍ୱିତୀୟ ଦିନରେ ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରିଛି। ଦୁଇ ଦିନରେ ଫିଲ୍ମଟି ୩୫.୧୭ କୋଟି ଟଙ୍କା ଆୟ କରିଛି। ଏହି ଫିଲ୍ମ ଶୁକ୍ରବାର ୨୦.୬୭ କୋଟି ଓ ଶନିବାର ୧୪.୫୦ କୋଟି ଟଙ୍କା ଆୟ କରିଛି। ରବିବାର ମଧ୍ୟ ଫିଲ୍ମଟି ଭଲ ଆୟ କରିଛି। ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ଏମୀ ଜାକସେନ୍ ଏବଂ ଲାରା ଦତ୍ତ ଭୂପତି ଅଛନ୍ତି। ଫିଲ୍ମଟିକୁ ପ୍ରଭୁ ଦେବା ନିର୍ଦ୍ଦେଶନା ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
