Advertisment

ଦୁଇ ଦିନରେ ‘ସିଂ ଇଜ୍ ବ୍ଲିଙ୍ଗ୍’ର ୩୫ କୋଟି ଟଙ୍କା ଆୟ

ମୁମ୍ୱାଇ:ଚଳିତ ସପ୍ତାହରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ସିଂ ଇଜ୍ ବ୍ଲିଙ୍ଗ୍ ’ ଦ୍ୱିତୀୟ ଦିନରେ ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରିଛି। ଦୁଇ ଦିନରେ ଫିଲ୍ମଟି ୩୫.୧୭ କୋଟି ଟଙ୍କା ଆୟ କରିଛି। ଏହି ଫିଲ୍ମ ଶୁକ୍ରବାର ୨୦.୬୭ କୋଟି ଓ ଶନିବାର ୧୪.୫୦ କୋଟି ଟଙ୍କା ଆୟ କରିଛି। ରବିବାର ମଧ୍ୟ ଫିଲ୍ମଟି ଭଲ ଆୟ କରିଛି। ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ଏମୀ ଜାକସେନ୍ ଏବଂ ଲାରା ଦତ୍ତ ଭୂପତି ଅଛନ୍ତି। ଫିଲ୍ମଟିକୁ […]

ଅଦ୍ୟତନ ହୋଇଛି
ଦୁଇ ଦିନରେ ‘ସିଂ ଇଜ୍ ବ୍ଲିଙ୍ଗ୍’ର ୩୫ କୋଟି ଟଙ୍କା ଆୟ

film

Advertisment

ମୁମ୍ୱାଇ:ଚଳିତ ସପ୍ତାହରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ସିଂ ଇଜ୍ ବ୍ଲିଙ୍ଗ୍ ’ ଦ୍ୱିତୀୟ ଦିନରେ ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରିଛି। ଦୁଇ ଦିନରେ ଫିଲ୍ମଟି ୩୫.୧୭ କୋଟି ଟଙ୍କା ଆୟ କରିଛି। ଏହି ଫିଲ୍ମ ଶୁକ୍ରବାର ୨୦.୬୭ କୋଟି ଓ ଶନିବାର ୧୪.୫୦ କୋଟି ଟଙ୍କା ଆୟ କରିଛି। ରବିବାର ମଧ୍ୟ ଫିଲ୍ମଟି ଭଲ ଆୟ କରିଛି। ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ଏମୀ ଜାକସେନ୍ ଏବଂ ଲାରା ଦତ୍ତ ଭୂପତି ଅଛନ୍ତି। ଫିଲ୍ମଟିକୁ ପ୍ରଭୁ ଦେବା ନିର୍ଦ୍ଦେଶନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe