ଦିବ୍ୟାଙ୍କ ଗୀତର ଭ୍ୟୁ ୧୦ କୋଟି ଟପିଲାଣି

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଏବେ ଧୂମ୍‌ ମଚାଉଛି ଦିବ୍ୟା ଖୋସଲା କୁମାରଙ୍କ ‘ୟାଦ୍‌ ପିୟାକି ଆନେ ଲଗି’ ଗୀତ । ଏଯାଏ ଏହା ୟୁଟ୍ୟୁବ୍‌ରେ ୧୦୦ ମିଲିୟନ୍‌ ଭ୍ୟୁ ପାର୍‌ କରିସାରିଲାଣି। ଗୀତଟି ଗତ ୧୬ ନଭେମ୍ବରରେ ରିଲିଜ୍‌ ହୋଇଥିଲା। ତେବେ ଖୁବ୍‌ କମ୍‌ ଦିନରେ ହିଁ  ଗୀତଟିକୁ ୟୁଟ୍ୟୁବ୍‌ରେ ୧୦ କୋଟିରୁ ଅଧିକ ଲେକ ଦେଖିସାରିଲେଣି। ଦିବ୍ୟା ଇନ୍‌ଷ୍ଟାଗ୍ରାମ୍‌ରେ ଗୀତର ପୋଷ୍ଟ ଶେଆର୍‌ କରି ନିଜର ଖୁସି ଜାହିର୍‌ କରିଛନ୍ତି ଓ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଗୀତରେ ଦିବ୍ୟାଙ୍କୁ ଏକଦମ୍‌ ନୂଆ ଓ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଦିବ୍ୟାଙ୍କର ଏହି ନୂଆ ମ୍ୟୁଜିକ ଭିଡିଓରେ ତାଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ଦିୱାନା […]

divya

divya

Biswobandita Swain
  • Published: Sunday, 08 December 2019
  • Updated: 08 December 2019, 04:22 PM IST

Sports

Latest News

ମୁମ୍ବାଇସୋଶାଲ୍‌ ମିଡିଆରେ ଏବେ ଧୂମ୍‌ ମଚାଉଛି ଦିବ୍ୟା ଖୋସଲା କୁମାରଙ୍କ ୟାଦ୍‌ ପିୟାକି ଆନେ ଲଗି’ ଗୀତ  ଯାଏ ଏହା ୟୁଟ୍ୟୁବ୍ରେ ୧୦୦ ମିଲିୟନ୍‌ ଭ୍ୟୁ ପାର୍‌ କରିସାରିଲାଣି ଗୀତଟି ଗତ ୧୬ ନଭେମ୍ବରରେ ରିଲିଜ୍‌ ହୋଇଥିଲା ତେବେ ଖୁବ୍‌ କମ୍‌ ଦିନରେ ହିଁ  ଗୀତଟିକୁ ୟୁଟ୍ୟୁବ୍ରେ ୧୦ କୋଟିରୁ ଅଧିକ ଲେକ ଦେଖିସାରିଲେଣି

ଦିବ୍ୟା ଇନ୍‌ଷ୍ଟାଗ୍ରାମ୍‌ରେ ଗୀତର ପୋଷ୍ଟ ଶେଆର୍‌ କରି ନିଜର ଖୁସି ଜାହିର୍‌ କରିଛନ୍ତି ଓ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଗୀତରେ ଦିବ୍ୟାଙ୍କୁ ଏକଦମ୍‌ ନୂଆ ଓ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି  ଦିବ୍ୟାଙ୍କର ଏହି ନୂଆ ମ୍ୟୁଜିକ ଭିଡିଓରେ ତାଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ଦିୱାନା କରିଦେଇଛି ୟୁଟ୍ୟୁବ୍‌ ସହ ଅନ୍ୟ ସୋଶାଲ୍‌ ମିଡିଆ ପ୍ଲାଟଫର୍ମରେ ଏବେ ଏହି ଗୀତଟି ଟ୍ରେଣ୍ଡିଂରେ ରହିଛି

ଏହା ହେଉଛି ଲୋକପ୍ରିୟ ଗାୟିକା ଫାଲ୍ଗୁନି ପାଠକ୍ଙ୍କର ପୁରୁଣା ‘ୟାଦ ପିୟା କି ଆନେ ଲଗିର ନୂଆ ଭର୍ସନ୍ ବଲିଉଡ୍‌ ପ୍ଲେବ୍ୟାକ୍‌ ସିଙ୍ଗର୍ ନେହା କକ୍କର୍‌ ଏହି ନୂଆ ଭର୍ସନକୁ ଗାଇଥିବାବେଳେ ଟି-ସିରିଜ୍ର ଭୂଷଣ କୁମାର ଏହାର ପ୍ରଯୋଜନା କରିଛନ୍ତି ନିର୍ଦ୍ଦେଶନା ଦେଇଛନ୍ତି ରାଧିକା ରାଓ ଓ ବିନୟ ସପ୍ରୁ। ଆଉ ଏହାର ଲିରିକ୍ସ ଲେଖିଛନ୍ତି ତନିସ୍କ ବାଗ୍‌ଚି। ଗୀତର ପୁରୁଣା ଭର୍ସନରେ ଅଭିନେତ୍ରୀ ସ୍ନେହା ଉଲ୍ଲାଲ୍‌ ଅଭିନୟ କରିଥିଲେ ଗୀତଟି ବେସ୍‌ ଲୋକପ୍ରିୟ ହୋଇଥିଲା ଏବେ ଦିବ୍ୟାଙ୍କ ‘ୟାଦ ପିୟା କି ଆନେ ଲଗି’ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁଯାଇଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story