‘ଡୋଲାରୋ ଡୋଲାରେ’ ଗୀତ ରଚିଲା ଇତିହାସ୍‌, ମିଳିଲା ଏହି ସଫଳତା

ମୁମ୍ବାଇ: ‘ଡୋଲାରୋ ଡୋଲାରେ ଡୋଲାରେ…’ ଏହି ଗୀତ ବାଜିଲେ ପ୍ରାୟ ସବୁ ଝିଅମାନଙ୍କୁ ଝୁମିବାକୁ ଇଚ୍ଛା ହୁଏ।  ଆଜ୍ଞା ହଁ ଏହି ଗୀତ ହିଁ ସେମିତି । ୨୦୦୨ରେ ସଞ୍ଜୟ ଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ  ‘ଦେବଦାସ୍‌’ର ଏହି ଗୀତ ସେ ସମୟର ହିଟ୍‌ ଗୀତ ମଧ୍ୟରୁ ଗୋଟିଏ।  ଫିଲ୍ମଟି ୫ଟି ଜାତୀୟ ଆୱାର୍ଡ୍‌ ନିଜ ନାଁରେ କରିଛି।  ଏହି ଫିଲ୍ମ ଭାରତ ପକ୍ଷରୁ ଓସ୍କାର ଆୱାର୍ଡ୍‌କୁ ପଠା ଯାଇଥିଲା।  ଟାଇମ୍ସ ମାଗାଜିନ୍‌ରେ ଏହି ଫିଲ୍ମକୁ ଶ୍ରେଷ୍ଠ […]

gg

gg

Mihir Pattnayak
  • Published: Tuesday, 13 November 2018
  • Updated: 13 November 2018, 07:35 PM IST

ମୁମ୍ବାଇ: ‘ଡୋଲାରୋ ଡୋଲାରେ ଡୋଲାରେ...’ ଏହି ଗୀତ ବାଜିଲେ ପ୍ରାୟ ସବୁ ଝିଅମାନଙ୍କୁ ଝୁମିବାକୁ ଇଚ୍ଛା ହୁଏ।  ଆଜ୍ଞା ହଁ ଏହି ଗୀତ ହିଁ ସେମିତି । ୨୦୦୨ରେ ସଞ୍ଜୟ ଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ  ‘ଦେବଦାସ୍‌’ର ଏହି ଗୀତ ସେ ସମୟର ହିଟ୍‌ ଗୀତ ମଧ୍ୟରୁ ଗୋଟିଏ।  ଫିଲ୍ମଟି ୫ଟି ଜାତୀୟ ଆୱାର୍ଡ୍‌ ନିଜ ନାଁରେ କରିଛି।  ଏହି ଫିଲ୍ମ ଭାରତ ପକ୍ଷରୁ ଓସ୍କାର ଆୱାର୍ଡ୍‌କୁ ପଠା ଯାଇଥିଲା।  ଟାଇମ୍ସ ମାଗାଜିନ୍‌ରେ ଏହି ଫିଲ୍ମକୁ ଶ୍ରେଷ୍ଠ ୧୦ ତାଲିକାରେ ରଖାଯାଇଛି।  ଏବେ ଏହି ଫିଲ୍ମ ନାଁରେ ଆଉ ଏକ ବଡ଼ ସଫଳତା ଯୋଡ଼ି ହୋଇଛି।  ଫିଲ୍ମର ଗୀତ ଡୋଲାରେ ଡୋଲା ଇତିହାସ ସୃଷ୍ଟି କରିଛି।

ୟୁକେ ଇଷ୍ଟର୍ଣ୍ଣରେ ଆସିଥିବା ଖବର କାଗଜରେ ଏହି ଗୀତକୁ ଶ୍ରେଷ୍ଠ ସ୍ଥାନ ମିଳିଛି।  ଲୋକଙ୍କ ଭୋଟ୍‌, ସିନେମୋଟିକ୍,  ଇମ୍ପ୍ୟାକ୍ଟ , କୋରିଓଗ୍ରାଫି ଓ ଡ୍ୟାନ୍ସ୍‌ କୋରିଓ ଗ୍ରାଫିକୁ ଦେଖି ଏହାକୁ  ବଲିଉଡ୍‌ର ୫୦ ଟି ଜବରଦସ୍ତ ଗୀତରେ ପ୍ରଥମ ସ୍ଥାନ ମିଳିଛି।  ସେଠି ଏହି ତାଲିକାରେ ‘ମୋଗଲ ଏ ଆଜମ୍‌’ର ଗୀତ ମୈନେ  ପ୍ୟାର୍‌ କିୟା ତୋ ଡର୍‌ନା କିୟାକୁ ଦ୍ୱିତୀୟ ଓ ଫିଲ୍ମ ‘ତେଜାବ୍‌’ର ଗୀତ ‘ଏକ୍‌ ଦୋ ତିନ୍‌’କୁ ତୃତୀୟ ସ୍ଥାନ ମିଳିଛି।

ସୂଚନାଯୋଗ୍ୟ ଯେ ଡୋଲାରେ ଡୋଲାର ଶୁଟିଂ ସମୟରେ  ଐଶ୍ୱର୍ଯ୍ୟଙ୍କ କାନରୁ ରକ୍ତ ବାହାରିଥିଲା। କାରଣ ସେ ଖୁବ୍‌ ଓଜନର ଅଳଙ୍କାର ପିନ୍ଧିଥିଲେ।  କିନ୍ତୁ ସେ ଶୁଟିଂ ପୂରା ହେବା ପର୍ଯ୍ୟନ୍ତ ସେ ଏକଥା କାହାକୁ କହି ନ ଥିଲେ।

ଏହି ଗୀତରେ ମାଧୁରୀ ଦିକ୍ଷିତ୍ ଓ ଐଶ୍ୱର୍ଯ୍ୟାଙ୍କୁ ଠୁମ୍‌କା ଲଗେଇଥିବା ଦେଖିବାକୁ ମିଳିଥିଲା।। ଏହି ଗୀତକୁ ସରୋଜ୍ ଖାନ୍‌ କୋରିଓଗ୍ରାଫି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story