ଭାରତୀ ଓ ହର୍ଷଙ୍କୁ ସହାୟତା କରିଥିବା ୨ NCB ଅଧିକାରୀ ନିଲମ୍ବିତ

ମୁମ୍ବାଇ: ପୁଣି ଆକ୍ସନ ମୁଡରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ନିଜର ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲା ଏନସିବି । ନିକଟରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କମେଡି କୁଇନ ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କ ଜାମିନ ମିଳିବାରେ ଏ ଦୁଇ ଅଧିକାରୀ ସହାୟତା କରିଥିବା ସନ୍ଦେହରେ ଏନସିବି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । କେବଳ ସେତିକି ନୁହେଁ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମାଙ୍କୁ ମଧ୍ୟ ଜାମିନ ମିଳିବାରେ ଏ ଦୁଇ ଅଧିକାରୀଙ୍କ ହାତ […]

bharti-singh-harsh

bharti-singh-harsh

Madhupriya Mistry
  • Published: Thursday, 03 December 2020
  • Updated: 03 December 2020, 12:07 PM IST

Sports

Latest News

ମୁମ୍ବାଇ: ପୁଣି ଆକ୍ସନ ମୁଡରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ନିଜର ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲା ଏନସିବି । ନିକଟରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କମେଡି କୁଇନ ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କ ଜାମିନ ମିଳିବାରେ ଏ ଦୁଇ ଅଧିକାରୀ ସହାୟତା କରିଥିବା ସନ୍ଦେହରେ ଏନସିବି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । କେବଳ ସେତିକି ନୁହେଁ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମାଙ୍କୁ ମଧ୍ୟ ଜାମିନ ମିଳିବାରେ ଏ ଦୁଇ ଅଧିକାରୀଙ୍କ ହାତ ରହିଥିବା ଏନସିବି ସନ୍ଦେହ କରୁଛି । ତେଣୁ ୨ ଅଫିସରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଦୁଇ ଅଧିକାରୀଙ୍କ ବ୍ୟତୀତ ଏନସିବିର ଓକିଲଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ଅଛି । କରାଣ କୋର୍ଟରେ ଏହି ଅଭିନେତା ଓ ଅଭିନେତ୍ରୀଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଓକିଲ ଅନୁପସ୍ଥିତ ରହୁଥିଲେ । ତେଣୁ କୋର୍ଟରେ ଏନସିବି ତା’ ପକ୍ଷ ରଖିପାରିନଥିଲା ।

ସୂଚନାଯୋଗ୍ୟ ଯେ, କମେଡି କୁଇନ ଭାରତୀ ସିଂଙ୍କ ଘରୁ ଏନସିବି ୮୬.୫ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଏହାପରେ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରାଯାଇଥିଲା । ଦୁହେଁ ଦୁଇରୁ ତିନି ଜେଲରେ ରହିବା ପରେ କୋର୍ଟରେ ଜାମିନ ଆବେଦନ କରିଥିଲେ । ଏବଂ ଦୁହିଁଙ୍କୁ ଖୁବ ସହଜରେ ବେଲ୍ ମିଳିଯାଇଥିଲା । ତେଣୁ ଏହି ଜାମିନ ବିରୋଧରେ ଏନସିବି ଏକ ମାମଲା ରୁଜୁ କରି ଏନଡିପିଏସ୍ କୋର୍ଟରେ ଚ୍ୟାଲେଞ୍ଜ କରିଛି।

ସୂଚନାଯୋଗ୍ୟ ଯେ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ତଦନ୍ତକାରୀ ସଂସ୍ଥା ମୁମ୍ବାଇରେ ଡେରା ପକାଇଛି । ଏହି ମାମଲାର ତଦନ୍ତ ବେଳେ ଡ୍ରଗ୍ସ ଲିଙ୍କ  ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଥିରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ନାଁ ମଧ୍ୟ ସାମ୍ନାକୁ ଆସିଛି । ଫିଲ୍ମ ଷ୍ଟାର, ଟେଲି ଷ୍ଟାର ଏବଂ ପ୍ରଡକ୍ସନ କମ୍ପାନୀ ସହ ଜଡିତ ଅନେକ ଲୋକଙ୍କୁ ଏନସିବି ଜେରା କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story