ସୋନୁଙ୍କୁ ଗିରଫ କରିବାକୁ ଦାବି

ମୁମ୍ବାଇ: ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ ଏବେ ସୋଶାଲ୍‌ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି। ବର୍ତ୍ତମାନ ସେ ଦୁବାଇରେ ଅଛନ୍ତି। ସାରା ବିଶ୍ୱରେ କରୋନା ଭାଇରସ୍ କାରଣରୁ ଚାଲିଥିବା ଲକଡାଉନ୍ ଯୋଗୁଁ ସେ ଭାରତକୁ ଫେରିପାରି ନାହାଁନ୍ତି। ତେବେ ବର୍ତ୍ତମାନ ସୋନୁ ଦୁବାଇରେ ରହିବା ଉପରେ ସୋଶାଲ ମିଡିଆରେ ଏକ ବିବାଦ ସୃଷ୍ଟି ହୋଇଛି। ଏହାର କାରଣ ହେଉଛି ୩ ବର୍ଷ ପୂର୍ବେ ଅଜାନ୍ ବିଷୟରେ ସେ କରିଥିବା ଏକ ଟ୍ୱିଟ୍। @Dubai @DubaiPoliceHQ @DXBMediaOffice @DubaiPressClub @rta_dubai […]

SONU

SONU

Chinmayee Roy
  • Published: Tuesday, 21 April 2020
  • Updated: 22 April 2020, 10:00 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ ଏବେ ସୋଶାଲ୍‌ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି। ବର୍ତ୍ତମାନ ସେ ଦୁବାଇରେ ଅଛନ୍ତି। ସାରା ବିଶ୍ୱରେ କରୋନା ଭାଇରସ୍ କାରଣରୁ ଚାଲିଥିବା ଲକଡାଉନ୍ ଯୋଗୁଁ ସେ ଭାରତକୁ ଫେରିପାରି ନାହାଁନ୍ତି। ତେବେ ବର୍ତ୍ତମାନ ସୋନୁ ଦୁବାଇରେ ରହିବା ଉପରେ ସୋଶାଲ ମିଡିଆରେ ଏକ ବିବାଦ ସୃଷ୍ଟି ହୋଇଛି। ଏହାର କାରଣ ହେଉଛି ୩ ବର୍ଷ ପୂର୍ବେ ଅଜାନ୍ ବିଷୟରେ ସେ କରିଥିବା ଏକ ଟ୍ୱିଟ୍।

https://twitter.com/Mohamma98300069/status/1252137607707975680?s=20

୩ ବର୍ଷ ପରେ ପୁଣିଥରେ ଏହି ବିବାଦ ମୁଣ୍ଡ ଟେକିଛି। ସୋନୁଙ୍କ ପୁରୁଣା ଟ୍ୱିଟକୁ ନେଇ ସେଶାଲ୍ ମିଡିଆରେ ଅନେକ ଲୋକ ଦୁବାଇ ପୋଲିସକୁ ତାଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ଗତ କିଛି ଦିନ ହେବ ସୋନୁଙ୍କ ପ୍ରାୟ ୩ ବର୍ଷ ପୂର୍ବେ ପ୍ରସ୍ତୁତ ଟ୍ୱିଟର ସ୍କ୍ରିନସଟ୍ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ୟୁଜର ଲେଖିଛନ୍ତି, ‘ଅଜାନ୍ କାରଣରୁ ସୋନୁ ନିଗମ ଭାରତରେ ଶୋଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବର୍ତ୍ତମାନ ସେ ଦୁବାଇରେ ଥିବାରୁ ତାଙ୍କ ସମସ୍ୟାକୁ ଦୁବାଇ ପୋଲିସ ସମାଧାନ କରିବା ଉଚିତ୍।’ ସୋନୁ ନିଗମଙ୍କ  ଟ୍ୱିଟ୍ ୩ ବର୍ଷ ପୂର୍ବେ ମଧ୍ୟ ଏକ ଝଡ଼ ସୃଷ୍ଟି କରିଥିଲା।​ ଏବେ ଏହି ଟ୍ୱିଟ୍ ପୁଣି ଭାଇରାଲ୍ ହେଉଛି ଏବଂ ତାଙ୍କୁ ଗିରଫ କରିବା ପାଇଁ ଦାବି ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ଏହି ବିବାଦ ଆରମ୍ଭ ହେବା ପରେ ସୋନୁ ନିଗମ ଏହାର ଟ୍ୱିଟର୍ ଆକାଉଣ୍ଟ ଡିଲିଟ୍ କରିଛନ୍ତି।

https://twitter.com/Mdanishadv/status/1252357631647215623?s=20

ସୂଚନାଯୋଗ୍ୟ, ୩ ବର୍ଷ ପୂର୍ବେ ସୋନୁ ନିଗମ ଟ୍ୱିଟ୍‌ କରି କହିଥିଲେ ଯେ ସବୁଦିନ ସକାଳୁ ସକାଳୁ ମସ୍‌ଜିଦ୍‌ରେ ଲାଉଡ୍‌ସ୍ପିକର ମାଧ୍ୟମରେ ଅଜାନ୍ ଶୁଣିବାକୁ ମିଳୁଛି, ଯାହାଦ୍ୱାରା ତାଙ୍କ ନିଦ ଭାଙ୍ଗିଯାଉଛି। ଏହି କଥାକୁ ନେଇ ସେ ବିବାଦୀୟ ହୋଇପଡିଥିଲେ। ଲୋକମାନେ ତାଙ୍କୁ ଦେଶଦ୍ରୋହୀ କହିବା ସହ ସମାଲୋଲୋଚନା କରିଥିଲେ। କେବଳ ଏତିକି ନୁହେଁ ପଶ୍ଚିମବଙ୍ଗ ସଂଖ୍ୟାଲଘୁ ସଂଯୁକ୍ତ ପରିଷଦର ଉପ ସଭାପତି ସାୟଦ୍‌ ସା କ୍ୱାଦେରି ଏକ ଫତୁଆ ମଧ୍ୟ ଜାରି କରିଥିଲେ। ସେ କହିଥିଲେ ଯେ ସୋନୁ ନିଗମଙ୍କୁ ଯିଏ ଲଣ୍ଡା କରିବ ଓ ପୁରୁଣା ଜୋତାର ମାଳ ପିନ୍ଧାଇବ ତାଙ୍କୁ ୧୦ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଏହାପରେ ସୋନୁ ନିଜେ ହିଁ  ଲଣ୍ଡା ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story