ରିୟା ଓ ତାଙ୍କ ଭାଇ ଖୋଲିଛନ୍ତି ୨ଟି କମ୍ପାନୀ: ଇଡି କରିବ ଖୋଳତାଡ଼

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଯେଉଁ ୧୫ କୋଟି ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି, ତା’ର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କରିବାର ସମ୍ଭାବନା ସୃଷ୍ଟି ହୋଇଛି। କିଛି ଦିନ ମଧ୍ୟରେ ରିୟା ଓ ତାଙ୍କ ଭାଇଙ୍କୁ ସମନ ପଠାଇ ଇଡି ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ସୂଚନା ମୁତାବକ ରିୟା ଓ […]

reha

reha

Chinmayee Roy
  • Published: Sunday, 02 August 2020
  • Updated: 02 August 2020, 12:00 PM IST

Sports

Latest News

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଯେଉଁ ୧୫ କୋଟି ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି, ତା’ର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କରିବାର ସମ୍ଭାବନା ସୃଷ୍ଟି ହୋଇଛି। କିଛି ଦିନ ମଧ୍ୟରେ ରିୟା ଓ ତାଙ୍କ ଭାଇଙ୍କୁ ସମନ ପଠାଇ ଇଡି ଯାଞ୍ଚ କରିବ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ ରିୟା ଓ ତାଙ୍କ ଭାଇ ଶୋବିକ୍ ଚକ୍ରବର୍ତ୍ତୀ ୨୦୧୯ ସେପ୍ଟେମ୍ବରରୁ ୨୦୨୦ ଭିତରେ ୨ଟି କମ୍ପାନୀ ଆରମ୍ଭ କରିଛନ୍ତି। ତେବେ ଇଡି ଏହି ଦୁଇଟିଯାକ କମ୍ପାନୀର ସମ୍ପୂର୍ଣ୍ଣ ଯାଞ୍ଚ କରିବ। କମ୍ପାନୀରୁ ହୋଇଥିବା ସମସ୍ତ ଟ୍ରାଞ୍ଜାକ୍ସନର ଖୋଳତାଡ଼ କରିବା ସହ ରିୟା ଓ ତାଙ୍କ ପରିବରର ସମସ୍ତ ସଦସ୍ୟଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଇପାରେ। ତେବେ ଏହାର କାରଣ ହେଉଛି, ଇଡି ସନ୍ଦେହ କରୁଛି ଯେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ବାହାର କରାଯ଼ାଇ କୈଣସି ସେଲ୍ କମ୍ପାନୀରେ ନିବେଶ କରାଯାଇଛି। ତେବେ ଏସବୁ ବ୍ୟତୀତ ୨୦୧୮ରେ ସୁଶାନ୍ତ InnsEi Ventures ନାମରେ ନିଜର ଏକ କମ୍ପାନୀ ଖୋଲିଥିଲେ। ତେବେ ଏହି କମ୍ପାନୀର ସମସ୍ତ ରେକର୍ଡ଼ ମଧ୍ୟ ଯାଞ୍ଚ କରାଯିବ।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କାର ଠକେଇ ହୋଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରିୟା ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡରିଂ ବା ଟଙ୍କା ହେରଫେର ମାମଲା ରୁଜୁ କରିଛି। ଏହାପୂର୍ବରୁ ଗୁରୁବାର ଦିନ ଇଡି ପାଟନା ପୁଲିସରୁ ଏଫ୍‌ଆଇଆର୍ କପି ମାଗିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story