/odisha-reporter/media/post_attachments/uploads/2016/02/ehsaan.jpg)
ehsaan
ଭୁବନେଶ୍ୱର: ‘ସୁଯୋଗ ମିଳିଲେ ନିଶ୍ଚିତ ଭାବେ ଓଡ଼ିଆ ଫିଲ୍ମରେ ଅଭିନୟ କରିବି।’ ଏ କଥା କହିଛନ୍ତି ବିଶିଷ୍ଟ କମେଡିଆନ୍ ଏହସାନ୍ କ୍ୟୁରେସି। ଯାଜପୁର ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଏହା କହିଥିଲେ। ତାଙ୍କ ସହିତ ଗାୟକ ଅଲତାଫ୍ ରାଜା ମଧ୍ୟ ଓଡ଼ିଶା ଆସିଛନ୍ତି। ସେ କହିଥିଲେ, ଅକ୍ଳାନ୍ତ ପରିଶ୍ରମ ହିଁ ସଫଳତା ଆଣିଦିଏ। ସଫଳତା ପାଇଁ କୌଣସି ସର୍ଟକର୍ଟ ରାସ୍ତା ନାହିଁ। ସେ କହିଥିଲେ ଯେ ବର୍ତ୍ତମାନ ସମୟରେ ଓଡ଼ିଶାରେ ଅନେକ କଳାକାର ଭଲ ପ୍ରଦର୍ଶନ କରୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
