Advertisment

ପୁଣି ଟିଭି ପରଦାକୁ ଫେରୁଛି ଏହି ଲୋକପ୍ରିୟ ସିରିଏଲ୍‌

ମୁମ୍ବାଇ: ପୁଣି ଥରେ ଫେରିବାକୁ ଯାଉଛି ଲୋକପ୍ରିୟ ଧାରାବାହିକ ‘ଏକ ହଜାରୋ ମୈ ମେରୀ ବେହେନା ହୈ’। ଆଉ ଏହାର ମଜା ଦର୍ଶକମାନେ ଟେଲିଭିଜନ୍‌ରେ ନେଇପାରିବେ। ଛୋଟ ପରଦାର ଅଭିନେତ୍ରୀ ନିୟା ଶର୍ମା ନିକଟରେ ଏକଥା ସୋଶାଲ୍‌ ମିଡିଆରେ  ନିଜ୍‌ ଫ୍ୟାନ୍‌ଙ୍କ ସହ ଶେୟାର କରିଛନ୍ତି। ନିୟା କହିଛନ୍ତି ଖୁବ୍‌ ଶୀଘ୍ର ଏହି ଶୋ’ ଆଉଥରେ ପ୍ରସାରଣ ହେବ। ଆପଣ ଏକଥା ଶୁଣି ନିଶ୍ଚୟ ଉତ୍ସାହିତ ହୋଇଯିବେଣି। ଭାବୁଥିବେ ବୋଧେ ଆଉ ଏକ ସିଜିନ୍‌ ଆରମ୍ଭ ହୋଇପାରେ […]

ଅଦ୍ୟତନ ହୋଇଛି
ପୁଣି ଟିଭି ପରଦାକୁ ଫେରୁଛି ଏହି ଲୋକପ୍ରିୟ ସିରିଏଲ୍‌

sister

Advertisment

ମୁମ୍ବାଇ: ପୁଣି ଥରେ ଫେରିବାକୁ ଯାଉଛି ଲୋକପ୍ରିୟ ଧାରାବାହିକ ‘ଏକ ହଜାରୋ ମୈ ମେରୀ ବେହେନା ହୈ’। ଆଉ ଏହାର ମଜା ଦର୍ଶକମାନେ ଟେଲିଭିଜନ୍‌ରେ ନେଇପାରିବେ। ଛୋଟ ପରଦାର ଅଭିନେତ୍ରୀ ନିୟା ଶର୍ମା ନିକଟରେ ଏକଥା ସୋଶାଲ୍‌ ମିଡିଆରେ  ନିଜ୍‌ ଫ୍ୟାନ୍‌ଙ୍କ ସହ ଶେୟାର କରିଛନ୍ତି। ନିୟା କହିଛନ୍ତି ଖୁବ୍‌ ଶୀଘ୍ର ଏହି ଶୋ’ ଆଉଥରେ ପ୍ରସାରଣ ହେବ।

Advertisment

ଆପଣ ଏକଥା ଶୁଣି ନିଶ୍ଚୟ ଉତ୍ସାହିତ ହୋଇଯିବେଣି। ଭାବୁଥିବେ ବୋଧେ ଆଉ ଏକ ସିଜିନ୍‌ ଆରମ୍ଭ ହୋଇପାରେ କିମ୍ବା ରିମେକ୍‌ ହୋଇପାରେ।

kushal3କିନ୍ତୁ କଥା ସେମିତି କିଛି ନୁହେଁ । ପ୍ରକୃତରେ ଏହାକୁ ଆପଣ ଷ୍ଟାର ଉତ୍ସବରେ ଦେଖିପାରିବେ। ଶୋ’ର ଲୋକପ୍ରିୟତାକୁ ଦେଖି ଏହାକୁ  ‘ଷ୍ଟାର ଉତ୍ସବ’ରେ ଆଉଥରେ ପ୍ରସାରଣ କରାଯିବ।

Advertisment

ଏହି ଧାରାବାହିକ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ପ୍ରସାରିତ କରାଯାଇଥିଲା। ଏଥିରେ ନିୟା ଶର୍ମା, କ୍ରିଷ୍ଟଲ୍‌ ଡିସୌଜା, କରଣ ଟ୍ରାକର ଓ କୁଶାଲ ଟଣ୍ଡନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଶୋ’ର ପୂରା କାହାଣୀ  ଦୁଇ ଭଉଣୀ ତଥା ଜୀବିକା (କ୍ରିଷ୍ଟଲ ଜିସୌଜା) ଓ ମାନ୍‌ବୀ(ନିୟାଶର୍ମା)ଙ୍କୁ ନେଇ ଗତିଶୀଳ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe