ଦ୍ୱିତୀୟ ନାଗୁଣୀଙ୍କ ନାଁ ଘୋଷଣା କଲେ ଏକ୍‌ତା

ମୁମ୍ବାଇ: ପୁଣି ଥରେ ଗ୍ଲାମର୍‌, ରୋମାନ୍ସ, ଆକ୍ସନ  ଓ ପ୍ରତିଶୋଧର କାହାଣୀ ସହ ପ୍ରସ୍ତୁତ ହୋଇଯାଇଛି ଟେଲିକୁଇନ୍‌ ଏକ୍‌ତା କପୁରଙ୍କ ହିଟ୍‌ ସିରିଜ୍ ‘ନାଗିନ୍‌’। ଖୁବ୍‌ଶୀଘ୍ର ଟିଭି ପରଦାରେ ‘ନାଗିନ୍‌ -୪’ ଆରମ୍ଭ ହେବାକୁ ଯାଉଛି। ଏଥିରେ ଟିଭିର ବୋଲ୍ଡ ଗର୍ଲ ନିୟା ଶର୍ମା ଲିଡ୍‌ ରୋଲ୍‌ରେ ଅଭିନୟ କରିବେ। ଏକତା ନିଜେ ଟ୍ୱିଟ୍‌ କରି ଏହି ସୂଚନା ଦେଇଥିଲେ। ଏବେ ସେ ଦ୍ୱିତୀୟ ଲିଡ୍‌ ଅଭିନେତ୍ରୀଙ୍କ ନାମ ମଧ୍ୟ ଘୋଷଣା କରିଦେଇଛନ୍ତି। ଅନେକ ଦିନ ହେବ ସିରିଏଲ୍‌ର ଦ୍ୱିତୀୟ ଲିଡ୍‌ ନାୟିକା […]

nagin4

nagin4

Chinmayee Roy
  • Published: Sunday, 17 November 2019
  • Updated: 17 November 2019, 01:46 PM IST

Sports

Latest News

ମୁମ୍ବାଇ: ପୁଣି ଥରେ ଗ୍ଲାମର୍‌, ରୋମାନ୍ସ, ଆକ୍ସନ  ଓ ପ୍ରତିଶୋଧର କାହାଣୀ ସହ ପ୍ରସ୍ତୁତ ହୋଇଯାଇଛି ଟେଲିକୁଇନ୍‌ ଏକ୍‌ତା କପୁରଙ୍କ ହିଟ୍‌ ସିରିଜ୍ ନାଗିନ୍‌’। ଖୁବ୍‌ଶୀଘ୍ର ଟିଭି ପରଦାରେ ନାଗିନ୍‌ -୪’ ଆରମ୍ଭ ହେବାକୁ ଯାଉଛି। ଏଥିରେ ଟିଭିର ବୋଲ୍ଡ ଗର୍ଲ ନିୟା ଶର୍ମା ଲିଡ୍‌ ରୋଲ୍‌ରେ ଅଭିନୟ କରିବେ। ଏକତା ନିଜେ ଟ୍ୱିଟ୍‌ କରି ଏହି ସୂଚନା ଦେଇଥିଲେ। ଏବେ ସେ ଦ୍ୱିତୀୟ ଲିଡ୍‌ ଅଭିନେତ୍ରୀଙ୍କ ନା ମଧ୍ୟ ଘୋଷଣା କରିଦେଇଛନ୍ତି।

ଅନେକ ଦିନ ହେବ ସିରିଏଲ୍‌ର ଦ୍ୱିତୀୟ ଲିଡ୍‌ ନାୟିକା ଖୋଜା ଚାଲିଥିଲା। ଚର୍ଚ୍ଚା ହେଉଥିଲା ଯେ ପବିତ୍ର ରିସ୍ତା ଫେମ୍ ଅଙ୍କିତା ଲୋଖଣ୍ଡେ’ ଏହି ଚରିତ୍ରରେ ଅଭିନୟ କରିବେ। ହେଲେ ପରେ ଏହା କେବଳ ଗୁଜବ ବୋଲି ପ୍ରମାଣିତ ହୋଇଥିଲା। ଅଙ୍କିତାଙ୍କ ପୂର୍ବରୁ ‘ନାଗିନ୍‌-୪’ ପାଇଁ କ୍ରିଷ୍ଟଲ୍‌ ଡି’ସୌଜାଙ୍କୁ ଫାଇନାଲ କରାଯାଇଥିଲା। ହେଲେ କୌଣସି କାରଣରୁ ସେ ଏଥିରେ ସାମିଲ ହୋଇପାରିଲେ ନାହିଁ।

https://www.instagram.com/p/B4z8v26AGJy/?utm_source=ig_web_copy_link

ତେବେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏକତା ଦ୍ୱିତୀୟ ନାଗୁଣୀଙ୍କ ନାଁ ଘୋଷଣା କରିଦେଇଛନ୍ତି। ସେ ହେଉଛନ୍ତି ଅଭିନେତ୍ରୀ ଜସ୍ମିନ୍ ଭାସିନ୍। ଏକ୍‌ତା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶୋର ଏକ ପ୍ରୋମୋ ଶେଆର କରି ଲେଖିଛନ୍ତି ଆପଣଙ୍କୁ ନାଗିନ୍‌ ଦୁନିଆରେ ସ୍ୱାଗତ ଜସ୍ମିନ୍।

ନୂଆ ପ୍ରମୋରେ ଜସ୍ମିନ୍‌ ଟ୍ରାଡିନାଲ୍‌ ଲୁକ୍‌ରେ ନଜର ଆସିଛନ୍ତି। କୁହାଯାଉଛି ଯେ ନିୟା ଓ ଜସ୍ମିନଙ୍କ ବ୍ୟତୀତ ଏହି ସିରିଏଲ୍‌ରେ ଶାୟନ୍ତନୀ ଘୋଷ ମଧ୍ୟ ନଜର ଆସିବେ। ସେ ଏହି ସିରିଏଲ୍‌ରେ ନେଗେଟିଭ ଚରିତ୍ରରେ ନଜର ଆସିବେ। ସିରିଏଲଟି ଡିସେମ୍ବର ୭ରୁ ଆରମ୍ଭ ହେବ।

https://www.instagram.com/p/B3AFOV-A1XG/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story