train
ମୁମ୍ବାଇ: ଫିଲ୍ମ ପ୍ରମୋସନ୍ରନୂଆଫଣ୍ଡା।ଟ୍ରେନ୍ ବଗିରେ ଲାଗିଲା ବଲିଉଡ୍ ଫିଲ୍ମ 'ହାଉସ୍ଫୁଲ୍ ୪'ର ପୋଷ୍ଟର୍।ମୁମ୍ବାଇ-ଦିଲ୍ଲୀ ରୁଟ୍ରେ ସ୍ୱତନ୍ତ୍ର ଟ୍ରେନ୍ରେଫିଲ୍ମର ପୋଷ୍ଟର୍ ଲଗାଇ ପ୍ରମୋସନ୍ କରାଯାଇଛ।ଖାଲି ପୋଷ୍ଟର୍ ନୁହେଁ, ଫିଲ୍ମର ଷ୍ଟାର କାଷ୍ଟ ଓ CREW ମେମ୍ବର ବସି ମୁମ୍ବାଇରୁ ଦିଲ୍ଲୀକୁ ଯାଇଛନ୍ତିା
https://www.instagram.com/tv/B31cjcpH_Vo/?utm_source=ig_web_copy_link
ଅକ୍ଷୟ କୁମାର, ରିତେଶ ଦେଶମୁଖ, ବବି ଦେଓଲ୍, ଚଙ୍କି ପାଣ୍ଡେଙ୍କ ସମେତ ଫିଲ୍ମର ଅନ୍ୟ ତିନି ଜଣ ଅଭିନେତ୍ରୀ ଏହି ଅବସରରେ ଉପସ୍ଥିତ ଥିଲୋ ଆଉ ଏମାନେଟ୍ରେନ୍ ଭିତରେ ହିଁ ପ୍ରେସମିଟ୍ କରିଥିଲେ।ନାଚ, ଗୀତ ସାଙ୍ଗକୁ ଫୁଲ୍ ମସ୍ତି କରିଥିଲେ ସମସ୍ତ କଳାକାରା ବଲିଉଡ୍ରକୌଣସି ଫିଲ୍ମ ଟ୍ରେନ୍ରେ ପ୍ରମୋସନ୍ କରିବା ହେଉଛି ଅନନ୍ୟ।/odisha-reporter/media/post_attachments/wp-content/uploads/2019/10/15712995375da820d14ba91-770x433.jpg)
ଅନ୍ୟପଟେ ଫିଲ୍ମକୁ ପ୍ରମୋଟ୍ କରିବାକୁ ଅକ୍ଷୟ କୁମାର ଦେଇଥିବା ବାଲା ଚ୍ୟାଲେଞ୍ଜ ଭାଇରାଲ୍ ହେବାରେ ଲାଗିଲାଣିା ବରୁଣ ଧୱନ୍, ଆୟୁଷ୍ମାନ୍ ଖୁରାନା, ରଣବୀର ସିଂହ, କରିନା କପୁର, କିୟାରା ଆଡଭାନୀ, ଅର୍ଜୁନ୍ କପୁର୍, ପ୍ରଯୋଜକ ସାଜିଦ୍ ନାଦିଆଦୱାଲା, କୋରିଓଗ୍ରାଫର୍ ଗଣେଶ ଆଚାର୍ଯ୍ୟସମେତ ବହୁ କଳାକାର ଏବେ ବାଲା ଥିମ୍ରେମତୁଆଲା ହୋଇଛନ୍ତି। ଏହି ମଲ୍ଟି ଷ୍ଟାରର୍ଫିଲ୍ମ ଆସନ୍ତା ୨୫ ତାରିଖରେ ରିଲିଜ୍ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/train-1.jpg)