ମୁମ୍ବାଇ:ବଲିଉଡ୍ର ହଟ୍ ଅଭିନେତ୍ରୀ ହେଉଛନ୍ତି ଇଶା ଗୁପ୍ତା। ସେ ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ଥାନ୍ତି ତା’ଠାରୁ ଅଧିକ ନିଜର ବୋଲ୍ଡ ଫଟୋ ଶୁଟ୍ ପାଇଁ ଥାଆନ୍ତି। ଏବେ ସେମିତି କିଛି ଫଟୋ ଶୁଟ୍ କରି ନିଜେ ସୋଶାଲ ମିଡିଆରେ ଶେଆର କରିଛନ୍ତି। ଅର୍ଦ୍ଧନଗ୍ନ ଶରୀରରଏହି ଫଟୋକୁ ନେଇ ତାଙ୍କ କ୍ରେଜ ବଢ଼ିଯାଇଛି।
ଏହି ଫଟୋରେ ଇଶା ଟପ୍ଲେସ୍ ହୋଇଥିବାରୁ ଏହା ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ତାଙ୍କର ଏହି ବୋଲ୍ଡ୍ ଅନ୍ଦାଜ୍ ଫ୍ୟାନ୍ଙ୍କୁ ଖୁବ୍ ପସନ୍ଦ ଆସିଛି। ଈଶାଙ୍କର ଏହା ନୂଆ ଅବତାର ନୁହେଁ।
ଏମିତି ଫଟୋ ସେ ପ୍ରଥମ କରି ଶେୟାର କରି ନାହାନ୍ତି। ଏହା ପୂର୍ବରୁ ବି ତାଙ୍କର ବୋଲ୍ଡ ଓ ହଟ୍ ଫଟୋ ଗୁଡ଼ିକ ହଇଚଇ ସୃଷ୍ଟି କରିଥିଲା।
ଈଶା ୨୦୦୭ରେ ଫେମିନା ମିସ୍ ଇଣ୍ଡିଆରେ ଇଣ୍ଡିଆ ଇଣ୍ଟରନ୍ୟାସ୍ନାଲ୍ର ଟାଇଟଲ୍ ଜିତିଥିଲେ। ପରେ ସେ ମଡେଲିଂ ଓ ବଲିଉଡ୍ରେ ପାଦ ରଖିଥିଲେ। ସେ ହିନ୍ଦୀ ସହ ତାମିଲ୍ ଓ ତେଲ୍ଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ଜନ୍ନତ-୨, ରାଜ୍3D, ବେବି, ତୁତକ ତୁତକ ତୁତିଆ, କମାଣ୍ଡୋ-୨ ଓ ପଲଟନ୍ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।