Advertisment

ଅମାନିଆ ଇଶା: ସୋଶାଲ୍‌ ମିଡିଆରେ ଅର୍ଦ୍ଧନଗ୍ନ ଫଟୋ ଶେଆର କଲେ

ମୁମ୍ବାଇ:ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ହେଉଛନ୍ତି ଇଶା ଗୁପ୍ତା। ସେ ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ଥାନ୍ତି ତା’ଠାରୁ ଅଧିକ ନିଜର ବୋଲ୍ଡ ଫଟୋ ଶୁଟ୍‌ ପାଇଁ ଥାଆନ୍ତି। ଏବେ ସେମିତି କିଛି ଫଟୋ ଶୁଟ୍‌ କରି ନିଜେ ସୋଶାଲ ମିଡିଆରେ ଶେଆର କରିଛନ୍ତି। ଅର୍ଦ୍ଧନଗ୍ନ ଶରୀରରଏହି  ଫଟୋକୁ ନେଇ ତାଙ୍କ କ୍ରେଜ ବଢ଼ିଯାଇଛି। ଏହି ଫଟୋରେ ଇଶା ଟପ୍‌ଲେସ୍‌ ହୋଇଥିବାରୁ ଏହା ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ତାଙ୍କର ଏହି ବୋଲ୍ଡ୍‌ ଅନ୍ଦାଜ୍‌ ଫ୍ୟାନ୍‌ଙ୍କୁ […]

ଅଦ୍ୟତନ ହୋଇଛି
ଅମାନିଆ ଇଶା: ସୋଶାଲ୍‌ ମିଡିଆରେ ଅର୍ଦ୍ଧନଗ୍ନ ଫଟୋ ଶେଆର କଲେ

6y1

Advertisment

ମୁମ୍ବାଇ:ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ହେଉଛନ୍ତି ଇଶା ଗୁପ୍ତା। ସେ ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ଥାନ୍ତି ତା’ଠାରୁ ଅଧିକ ନିଜର ବୋଲ୍ଡ ଫଟୋ ଶୁଟ୍‌ ପାଇଁ ଥାଆନ୍ତି। ଏବେ ସେମିତି କିଛି ଫଟୋ ଶୁଟ୍‌ କରି ନିଜେ ସୋଶାଲ ମିଡିଆରେ ଶେଆର କରିଛନ୍ତି। ଅର୍ଦ୍ଧନଗ୍ନ ଶରୀରରଏହି  ଫଟୋକୁ ନେଇ ତାଙ୍କ କ୍ରେଜ ବଢ଼ିଯାଇଛି।

Advertisment

ଏହି ଫଟୋରେ ଇଶା ଟପ୍‌ଲେସ୍‌ ହୋଇଥିବାରୁ ଏହା ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ତାଙ୍କର ଏହି ବୋଲ୍ଡ୍‌ ଅନ୍ଦାଜ୍‌ ଫ୍ୟାନ୍‌ଙ୍କୁ ଖୁବ୍‌ ପସନ୍ଦ ଆସିଛି। ଈଶାଙ୍କର ଏହା ନୂଆ ଅବତାର ନୁହେଁ।

ଏମିତି  ଫଟୋ ସେ ପ୍ରଥମ କରି ଶେୟାର କରି ନାହାନ୍ତି। ଏହା ପୂର୍ବରୁ ବି ତାଙ୍କର ବୋଲ୍ଡ ଓ ହଟ୍‌ ଫଟୋ ଗୁଡ଼ିକ ହଇଚଇ ସୃଷ୍ଟି  କରିଥିଲା।

Advertisment

ଈଶା ୨୦୦୭ରେ  ଫେମିନା ମିସ୍‌ ଇଣ୍ଡିଆରେ ଇଣ୍ଡିଆ ଇଣ୍ଟରନ୍ୟାସ୍‌ନାଲ୍‌ର ଟାଇଟଲ୍‌ ଜିତିଥିଲେ। ପରେ ସେ ମଡେଲିଂ ଓ ବଲିଉଡ୍‌ରେ ପାଦ ରଖିଥିଲେ। ସେ ହିନ୍ଦୀ ସହ ତାମିଲ୍‌ ଓ ତେଲ୍‌ଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ଜନ୍ନତ-୨, ରାଜ୍‌3D,  ବେବି, ତୁତକ ତୁତକ ତୁତିଆ, କମାଣ୍ଡୋ-୨ ଓ ପଲଟନ୍‌ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe