Advertisment

ଏଥର ଦଶହରାକୁ ରାଣୀଙ୍କ ନା ନା

ମୁମ୍ବାଇ: ଖଣ୍ଡାଲା ଗାର୍ଲ ରାଣୀ ମୁଖାର୍ଜୀ ଏ ବର୍ଷ ଦୁର୍ଗା ପୂଜା ପାଳନ କରିପାରିବେ ନାହିଁ। କାରଣ ରାଣୀ ଏବେ ମା’ ହେବାକୁ ଯାଉଛନ୍ତି। ଖାସ ସେଇଥିପାଇଁ ସେ ଏବେ ଲଣ୍ଡନରେ ଅଛନ୍ତି। ୨୦୧୪ରେ ଏହି ବେଙ୍ଗଲ ବିଉଟି ରାଣୀ ମୂଖାର୍ଜୀ ବିବାହ କରିଥିଲେ ଆଦିତ୍ୟ ଚୋପ୍ରାଙ୍କୁ। ଆଉ ତା ପରେ ତାଙ୍କର ବଲିଉଡ କମବ୍ୟାକ ଫିଲ୍ମ ମର୍ଦାନୀ ରିଲିଜ ହୋଇଥିଲା। ପ୍ରତିବର୍ଷ ରାଣୀ ନିଜ ପରିବାର ସହିତ ଦୂର୍ଗାପୁଜା ପାଳନ କରନ୍ତି। କୋଲକତା ଦୁର୍ଗାପୁଜା ଖୁବ […]

author-image
Rakesh Mallick
ଏଥର ଦଶହରାକୁ ରାଣୀଙ୍କ ନା ନା

Rani-Mukherjee

ମୁମ୍ବାଇ: ଖଣ୍ଡାଲା ଗାର୍ଲ ରାଣୀ ମୁଖାର୍ଜୀ ଏ ବର୍ଷ ଦୁର୍ଗା ପୂଜା ପାଳନ କରିପାରିବେ ନାହିଁ। କାରଣ ରାଣୀ ଏବେ ମା’ ହେବାକୁ ଯାଉଛନ୍ତି। ଖାସ ସେଇଥିପାଇଁ ସେ ଏବେ ଲଣ୍ଡନରେ ଅଛନ୍ତି। ୨୦୧୪ରେ ଏହି ବେଙ୍ଗଲ ବିଉଟି ରାଣୀ ମୂଖାର୍ଜୀ ବିବାହ କରିଥିଲେ ଆଦିତ୍ୟ ଚୋପ୍ରାଙ୍କୁ। ଆଉ ତା ପରେ ତାଙ୍କର ବଲିଉଡ କମବ୍ୟାକ ଫିଲ୍ମ ମର୍ଦାନୀ ରିଲିଜ ହୋଇଥିଲା।

Advertisment

ପ୍ରତିବର୍ଷ ରାଣୀ ନିଜ ପରିବାର ସହିତ ଦୂର୍ଗାପୁଜା ପାଳନ କରନ୍ତି। କୋଲକତା ଦୁର୍ଗାପୁଜା ଖୁବ ପ୍ରସିଦ୍ଧ ତେଣୁ ସେ ସବୁ ବର୍ଷ ନିଜ ହୋମ ଟାଉନ ମାନେ କୋଲକତା ଚାଲିଆସନ୍ତି ଏହି ଦୂର୍ଗାପୂଜାକୁ ସେଲିବ୍ରେଟ କରିବା ପାଇଁ। କିନ୍ତୁ ଏବେ ସେ ଲଣ୍ଡନରେ ଥିବାରୁ ଏଥର ଦୂର୍ଗାପୂଜାକୁ ମିସ କରିବାର ଅନୁମାନ କରାଯାଉଛି।