Advertisment

ଅନ୍‌ ସ୍କ୍ରିନ୍ ଫୁଲ୍ କନ୍‌ଫିଡେନ୍ସ, ଅଫ୍ ସ୍କ୍ରିନ ଭେରି ଇମୋସନାଲ୍

ଘରେ ଘରେ ପରିଚିତ ନୈନା ଦାଶ। ମୋତେ ଝୁରିବୁନି ମଧୁମାଳତୀ ହେଉ କି ସୋରିଷ ଫୁଲର ହଳଦିଆ କ୍ଷେତ, ଏମିତି ଅନେକ ଗୀତ ଆଜି ବି ଶ୍ରୋତାଙ୍କ ହୃଦୟରେ ଘରକରି ରହିଛି।

Advertisment

ଘରେ ଘରେ ପରିଚିତ ନୈନା ଦାଶ। ମୋତେ ଝୁରିବୁନି ମଧୁମାଳତୀ ହେଉ କି ସୋରିଷ ଫୁଲର ହଳଦିଆ କ୍ଷେତ, ଏମିତି ଅନେକ ଗୀତ ଆଜି ବି ଶ୍ରୋତାଙ୍କ ହୃଦୟରେ ଘରକରି ରହିଛି। ଅନେକ ସୁପରହିଟ୍ ଗୀତରେ ଅଭିନୟ କରି ଦର୍ଶକଙ୍କ  ମନୋରଞ୍ଜନ କରିଛନ୍ତି ଅଭିନେତ୍ରୀ ନୈନା ଦାଶ। ଏବେ ନୈନାଙ୍କ ସଂସାର କେମିତି ଚାଲିଛି ? ସଂସାର ଜଞ୍ଜାଳ ବଢ଼ିଯାଇଛି କି ? ଆଜି ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ 'ଦିଶା'ରେ ନୈନା କହିବେ ମନ କଥା।

Advertisment
Ollywood Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe