Advertisment

ଫୈଜଲ ଖାନଙ୍କ କମବ୍ୟାକ୍

ମୁମ୍ବାଇ: ଅମିର ଖାଁଙ୍କ ଭାଇ ଫୈଜଲ ଖାନ୍ ପୁଣି ଥରେ କମବ୍ୟାକ୍ କରୁଛନ୍ତି ସିନେମା ‘ଚିନ୍ନାର ଦାସ୍ତାନା ଏ ଇସ୍କ’। ରେଞ୍ଜୁ ଶାହାଙ୍କ ଉର୍ଦ୍ଦୁ ଉପନ୍ୟାସ ‘ଝିଲ୍ ଜଲତି ହେ’ରୁ ଅନୁପ୍ରାଣିତ ହୋଇଛି ଏହି ସିନେମା। କାଶ୍ମୀରର କଳା ସଂସୃତି ଏବଂ କାଶ୍ମୀର ଲୋକଙ୍କ ଚାଲିଚଳଣି ରହିଛି ଏଥିରେ। ଲିଡ୍ କ୍ୟାରେକ୍ଟର ପ୍ଲେ କରିଛନ୍ତି ଫୈଜଲ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ସାରିକି ମିନହାଜ୍। ଅକ୍ଟୋବର ୧୬ରେ ରିଲିଜ ହେବ ‘ଚିନ୍ନାର ଦାସ୍ତାନା ଏ ଇସ୍କ’।

ଅଦ୍ୟତନ ହୋଇଛି
ଫୈଜଲ ଖାନଙ୍କ କମବ୍ୟାକ୍

chinar-daastaan-

Advertisment

ମୁମ୍ବାଇ: ଅମିର ଖାଁଙ୍କ ଭାଇ ଫୈଜଲ ଖାନ୍ ପୁଣି ଥରେ କମବ୍ୟାକ୍ କରୁଛନ୍ତି ସିନେମା ‘ଚିନ୍ନାର ଦାସ୍ତାନା ଏ ଇସ୍କ’। ରେଞ୍ଜୁ ଶାହାଙ୍କ ଉର୍ଦ୍ଦୁ ଉପନ୍ୟାସ ‘ଝିଲ୍ ଜଲତି ହେ’ରୁ ଅନୁପ୍ରାଣିତ ହୋଇଛି ଏହି ସିନେମା। କାଶ୍ମୀରର କଳା ସଂସୃତି ଏବଂ କାଶ୍ମୀର ଲୋକଙ୍କ ଚାଲିଚଳଣି ରହିଛି ଏଥିରେ। ଲିଡ୍ କ୍ୟାରେକ୍ଟର ପ୍ଲେ କରିଛନ୍ତି ଫୈଜଲ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ସାରିକି ମିନହାଜ୍। ଅକ୍ଟୋବର ୧୬ରେ ରିଲିଜ ହେବ ‘ଚିନ୍ନାର ଦାସ୍ତାନା ଏ ଇସ୍କ’।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe