ବିଦ୍ରୋହର ନିଆଁରେ ଜଳୁଥିବା ଜାମିଆରୁ ପାଠପଢ଼ିଛନ୍ତି ଏହି ଚର୍ଚ୍ଚିତ ସେଲେବ୍ରିଟି

ମୁମ୍ବାଇ: ଏବେ ଚର୍ଚ୍ଚାରେ ନୂଆଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟି। ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଏହି ବିଶ୍ୱବିଦ୍ୟାଳୟ ଚର୍ଚ୍ଚାକୁ ଆସିଛି। ଏଠାକାର ଛାତ୍ରମାନେ ଏହି ଆଇନ୍‌କୁ ତୀବ୍ର ବିରୋଧ କରିଛନ୍ତି। ଏନେଇ ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ ହୋଇପଡ଼ିଥିବା ବେଳେ ସେମାନଙ୍କୁ ସମର୍ଥନ କରିଛନ୍ତି ଦେଶର ଅନ୍ୟ କେତେକ ବିଶ୍ୱବିଦ୍ୟାଳୟ ଓ ଛାତ୍ର ସଂଗଠନ। ତେବେ ଏସବୁ ଭିତରେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କେଉଁ ସେଲେବ୍ରିଟିମାନେ ଏହି ବିଶ୍ୱବିଦ୍ୟାଳୟରେ ପାଠପଢ଼ିଛନ୍ତି। ଶାହାରୁଖ ଖାନ୍‌: […]

jamia

jamia

Chinmayee Roy
  • Published: Tuesday, 17 December 2019
  • Updated: 17 December 2019, 02:22 PM IST

Sports

Latest News

ମୁମ୍ବାଇ: ଏବେ ଚର୍ଚ୍ଚାରେ ନୂଆଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟି। ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଏହି ବିଶ୍ୱବିଦ୍ୟାଳୟ ଚର୍ଚ୍ଚାକୁ ଆସିଛି। ଏଠାକାର ଛାତ୍ରମାନେ ଏହି ଆଇନ୍‌କୁ ତୀବ୍ର ବିରୋଧ କରିଛନ୍ତି। ଏନେଇ ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ ହୋଇପଡ଼ିଥିବା ବେଳେ ସେମାନଙ୍କୁ ସମର୍ଥନ କରିଛନ୍ତି ଦେଶର ଅନ୍ୟ କେତେକ ବିଶ୍ୱବିଦ୍ୟାଳୟ ଓ ଛାତ୍ର ସଂଗଠନ। ତେବେ ଏସବୁ ଭିତରେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କେଉଁ ସେଲେବ୍ରିଟିମାନେ ଏହି ବିଶ୍ୱବିଦ୍ୟାଳୟରେ ପାଠପଢ଼ିଛନ୍ତି।

ଶାହାରୁଖ ଖାନ୍‌: ବଲିଉଡ୍‌ର ବାଦ୍‌ଶାହ ଶାହାରୁଖ୍‌ ଖାନ୍‌ ଏହି ବିଶ୍ୱବିଦ୍ୟାଳୟରେ ପଢ଼ିଛନ୍ତି। ସେ  ଏଠାରେ ସାମ୍ବାଦିକତାର ପାଠ ପଢ଼ିଥିଲେ। ଅବଶ୍ୟ ଶ୍ରେଣୀଗୃହରେ କମ୍‌ ଉପସ୍ଥିତି ଯୋଗୁ ତାଙ୍କୁ ଫାଇନାଲ୍‌ ପରୀକ୍ଷାରେ ସାମିଲ୍‌ ହେବାକୁ ସୁଯୋଗ ଦିଆଯାଇ ନଥିଲା। ଗତ କିଛିଦିନ ତଳେ ଏହି ୟୁନିଭର୍ସିଟି ତାଙ୍କୁ ଡକ୍ଟରେଟ୍‌ ଉପାଧି ଦେବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ଅନୁମତି ମାଗିଥିଲା। ହେଲେ ମନ୍ତ୍ରାଳୟ ଏହାର ଅନୁମତି ଦେଇ ନଥିଲା। ଏହା ପୂର୍ବରୁ ଶାହାରୁଖଙ୍କୁ ‘ମୌଲାନା ଆଜାଦ୍‌ ନ୍ୟାସନାଲ୍‌ ଉର୍ଦ୍ଦୁ ୟୁନିଭର୍ସିଟି’ ଡକ୍ଟରେଟ୍‌ର ଡିଗ୍ରୀ ଦେଇସାରିଛି।

ବର୍‌ଖା ଦତ୍ତ: ଜଣାଶୁଣା ମହିଳା ସାମ୍ବାଦିକ ବର୍‌ଖା ଦତ୍ତ ମଧ୍ୟ ଜାମିଆରୁ ପାଠ ପଢ଼ିଛନ୍ତି। ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜ୍‌ରୁ ଇଂରାଜୀ ସାହିତ୍ୟରେ ଗ୍ରାଜୁଏସନ୍ କରିବାପରେ ଜାମିଆରୁ ମାସ୍‌କମ୍ୟୁନିକେଶନ୍‌ରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ବର୍‌ଖା ଏହା ପରେ ଆମେରିକାର କଲମ୍ବିଆ ୟୁନିଭର୍ସିଟିରୁ ମଧ୍ୟ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ।

ବୀରେନ୍ଦ୍ର ସେହୱାଗ: ପ୍ରସିଦ୍ଧ କ୍ରିକେଟର୍‌ ବୀରେନ୍ଦ୍ର ସେହୱାଗ ମଧ୍ୟ ଜାମିଆରୁ ପାଠ ପଢ଼ିଛନ୍ତି। ସେ ୧୯୯୭ରୁ ୨୦୦୧ ପର୍ଯ୍ୟନ୍ତ ଜାମିଆର ଛାତ୍ର ଥିଲେ। ଏହିଠାରୁ ହିଁ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଦ୍ୱାଦଶ ଶ୍ରେଣୀରେ ଇଂରାଜୀରେ ସେ କମ୍ପାର୍ଟମେଣ୍ଟ ଦେଇଥିବାରୁ ତାଙ୍କୁ ଦିଲ୍ଲୀ ୟୁନିଭରସିଟିର କୌଣସି କଲେଜ ଆଡମିସନ୍ ମିଳି ନଥିଲା। ହେଲେ କ୍ରିକେଟ୍‌ରେ ତାଙ୍କର ଦକ୍ଷତାକୁ  ଦେଖି ଜାମିଆ ୟୁନିଭର୍ସିଟି ତାଙ୍କୁ ଆଡ୍‌ମିସନ୍‌ ଦେଇଥିଲା। କେବଳ ଏତିକି ନୁହେଁ, ସେହୱାଗଙ୍କ ସମ୍ମାନରେ ୟୁନିଭର୍ସିଟି ନିଜର କ୍ରିକେଟ୍‌ ଗ୍ରାଉଣ୍ଡର ଗୋଟିଏ ପାଭିଲିୟନ୍‌କୁ ତାଙ୍କ ନାମରେ ନାମିତ କରିଛି।

ଅଞ୍ଜନା ଓମ୍‌ କଶ୍ୟପ: ଚର୍ଚ୍ଚିତ ଟିଭି ସାମ୍ବାଦିକ ଅଞ୍ଜନା ଓମ୍‌ କଶ୍ୟପ ବି ଜାମିଆ ମିଲିଆ ୟୁନିଭର୍ସିଟିରୁ ପାଠ ପଢ଼ିଛନ୍ତି। ସେ ଦିଲ୍ଲୀର ଦୌଲତରାମ୍‌ କଲେଜ୍‌ରୁ ଉଦ୍ଭିଦ ବିଜ୍ଞାନରେ ଡିଗ୍ରୀ ହାସଲ୍‌ କରିବା ପରେ ୨୦୦୨ରେ ଜାମିଆର ମାସ୍‌କମ୍ୟୁନିକେଶନ୍‌ ଆଣ୍ଡ ରିସର୍ଚ୍ଚ ସେଣ୍ଟରରୁ ସାମ୍ବାଦିକତାରେ ଡିପ୍ଲୋମା କରିଥିଲେ।

କବୀର ଖାନ୍: ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ମାତା କବୀର ଖାନ୍‌ ମଧ୍ୟ ଜାମିଆର ଛାତ୍ର। ଏଠାରେ ଶାହାରୁଖ ଖାନ୍‌ ତାଙ୍କ ସିନିୟର ଥିଲେ। କବୀର ବୃତ୍ତଚ୍ଚିତ୍ର ନିର୍ମାଣରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ। ୨୦୦୬ରେ ସେ ବଲିଉଡ୍‌ ଫିଲ୍ମ ‘କାବୁଲ୍‌ ଏକ୍ସପ୍ରେସ୍‌’ରେ ପ୍ରଥମେ ନିର୍ଦ୍ଦେଶନା ଦେଇଥିଲେ। ସେ ‘ଏକ୍‌ ଥା ଟାଇଗର୍‌’, ‘ନ୍ୟୁୟର୍କ’, ‘ବଜରଙ୍ଗୀ ବାଇଜାନ୍‌’, ‘ଟ୍ୟୁବ୍‌ଲାଇଟ୍’ ଓ ‘ଫାଣ୍ଟମ୍’ପରି ଫିଲ୍ମ ତିଆରି କରିଛନ୍ତି।

kiran-raoକିରଣ ରାଓ: ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପତ୍ନୀ କିରଣ ରାଓ ମଧ୍ୟ ଜାମିଆରୁ ପାଠ ପଢ଼ିଛନ୍ତି। ସେ ମୁମ୍ବାଇର ସୋଫିଆ କଲେଜରୁ ଅର୍ଥଶାସ୍ତ୍ରରେ ଗ୍ରାଜୁଏସନ୍‌ କରିବା ପରେ ଜାମିଆରୁ ମାସ୍‌କମ୍ୟୁନିକେଶନ୍‌ରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ।। ସେ ଆଶୁତୋଷ ଗୋୱାରିକରଙ୍କ ଫିଲ୍ମ ‘ଲଗାନ୍’ରୁ ସହ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ। ଏହାବ୍ୟତୀତ ସେ ‘ସ୍ୱଦେଶ’ ଓ ‘ମନ୍‌ସୁନ୍‌ ୱେଡିଂ’ପରି ଫିଲ୍ମରେ ମଧ୍ୟ ସହ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story