Advertisment

ଫେମସ ମଡେଲ ହାଜେଲଙ୍କୁ ଏନଗେଜମେଣ୍ଟ ରିଙ୍ଗ୍ ପିନ୍ଧାଇଲେ ୟୁବି

ମୁମ୍ବାଇ: ଫାଇନାଲି ଇଣ୍ଡିଆନ କ୍ରିକେଟ ଟିମର ମୋଷ୍ଟ ହ୍ୟାଣ୍ଡସମ ବୟ ୟୁବି କରିଛନ୍ତି ଏନଗେଜଡମେଣ୍ଟ। ବହୁଦିନର ଡେଟିଂ ପରେ ଶେଷରେ ଫେମସ ମଡେଲ ହାଜେଲଙ୍କ ସହ ୟୁବିଙ୍କର ଏନଗେଜମେଣ୍ଟ ଶେଷ ହୋଇଛି। ନିଜ ଫ୍ୟାନଙ୍କୁ ୟୁବି ଦେଇଛନ୍ତି ଦିୱାଲି ଭେଟି। ନିଜ ଏନଗେଜମେଣ୍ଟ ନ୍ୟୁଜ୍ ଦେଇ ସମସ୍ତଙ୍କୁ ସରପ୍ରାଇଜ୍ କରିଛନ୍ତି ଯୁବରାଜ। ବହୁ ଦିନର ଡେଟିଂ ପରେ ବ୍ରିଟିଶ ବର୍ଣ୍ଣ ମଡେଲ ତଥା ଅଭିନେତ୍ରୀ ହାଜେଲଙ୍କ ସହ ହୋଇଛି ଏନଗେଜମେଣ୍ଟ। ଫ୍ୟାମିଲି, କ୍ଲୋଜ ଫ୍ରେଣ୍ଡସ ଏବଂ ସେଲିବ୍ରିଟିଙ୍କ […]

author-image
Rakesh Mallick
ଫେମସ ମଡେଲ ହାଜେଲଙ୍କୁ ଏନଗେଜମେଣ୍ଟ ରିଙ୍ଗ୍ ପିନ୍ଧାଇଲେ ୟୁବି

Is Yuvraj Singh Dating Hazel Keech?

ମୁମ୍ବାଇ: ଫାଇନାଲି ଇଣ୍ଡିଆନ କ୍ରିକେଟ ଟିମର ମୋଷ୍ଟ ହ୍ୟାଣ୍ଡସମ ବୟ ୟୁବି କରିଛନ୍ତି ଏନଗେଜଡମେଣ୍ଟ। ବହୁଦିନର ଡେଟିଂ ପରେ ଶେଷରେ ଫେମସ ମଡେଲ ହାଜେଲଙ୍କ ସହ ୟୁବିଙ୍କର ଏନଗେଜମେଣ୍ଟ ଶେଷ ହୋଇଛି। ନିଜ ଫ୍ୟାନଙ୍କୁ ୟୁବି ଦେଇଛନ୍ତି ଦିୱାଲି ଭେଟି। ନିଜ ଏନଗେଜମେଣ୍ଟ ନ୍ୟୁଜ୍ ଦେଇ ସମସ୍ତଙ୍କୁ ସରପ୍ରାଇଜ୍ କରିଛନ୍ତି ଯୁବରାଜ। ବହୁ ଦିନର ଡେଟିଂ ପରେ ବ୍ରିଟିଶ ବର୍ଣ୍ଣ ମଡେଲ ତଥା ଅଭିନେତ୍ରୀ ହାଜେଲଙ୍କ ସହ ହୋଇଛି ଏନଗେଜମେଣ୍ଟ। ଫ୍ୟାମିଲି, କ୍ଲୋଜ ଫ୍ରେଣ୍ଡସ ଏବଂ ସେଲିବ୍ରିଟିଙ୍କ ଗହଣରେ ବୁଧବାର ଶେଷ ହୋଇଛି ଏନଗେଜମେଣ୍ଟ ସେରେମୋନି। ସୋସିଆଲ ମିଡିଆରେ ହାଜେଲ ନିଜର ଏନଗେଜମେଣ୍ଟ ରିଙ୍ଗକୁ ମଧ୍ୟ ଦେଖାଇଛନ୍ତି। ପୂର୍ବରୁ ହାଜେଲ ଓ ୟୁବିଙ୍କୁ ବିଭିନ୍ନ ସ୍ଥାନରେ ଦେଖୁବାକୁ ମିଳୁଥିଲା। ଏପରିକି ଭଜିଙ୍କ ମ୍ୟାରେଜରେ ମଧ୍ୟ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା। ପୂର୍ବରୁ ୟୁବରାଜ, କିମ୍ ଶର୍ମା ଏବଂ ଦୀପିକା ପାଦୁକୋନଙ୍କ ସହ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଥିଲେ। ତେବେ ଏବେ ସବୁ ଗସିପରେ ଫୁଲ ଷ୍ଟପ ଲଗାଇ ହାଜେଲଙ୍କ ସହ ଟାଇ ଅପ୍ ହୋଇଛନ୍ତି ୟୁବି। ଆସନ୍ତାବର୍ଷ ଫେବୃଆରୀରେ ୟୁବିଙ୍କର ବାଜିବାକୁ ଯାଉଛି ବେଡିଂ ବେଲ୍।

Advertisment