ଅଜୟଙ୍କୁ ଦେଖି ଚିନ୍ତାରେ ଫ୍ୟାନ୍‌

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଦକ୍ଷ ଅଭିନେତା ଅଜୟ ଦେବଗନ୍‌ ସବୁ ବେଳେ ଫିଟ୍ ରହନ୍ତି। ତାଙ୍କର ଅନେକ ଫ୍ୟାନ୍ ତାଙ୍କ ଭଳି ବଡି ବନାଇବାକୁ ଚାହାନ୍ତି। ସେହିଭଳି କିଛି ବଲିଉଡ୍ ଷ୍ଟାର ମଧ୍ୟ ତାଙ୍କ ଫିଜିକ୍‌ ଦେଖି ଈର୍ଷା କରନ୍ତି। ହେଲେ ଗତ ମଙ୍ଗଳବାର ମୁମ୍ବାଇର ଏକ ପୂଜା ପେଣ୍ଡାଲ୍‌ରେ ତାଙ୍କୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ପତଳା ଦେଖାଯାଉଥିଲେ। ତାଙ୍କ ମୁହଁରେ ସେହି ଚମକ ନଥିଲା ଓ ଦାଢ଼ି ବି ଉଠିଥିଲା। […]

a1

a1

Puspanjali Panda
  • Published: Thursday, 10 October 2019
  • Updated: 10 October 2019, 08:22 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଦକ୍ଷ ଅଭିନେତା ଅଜୟ ଦେବଗନ୍‌ ସବୁ ବେଳେ ଫିଟ୍ ରହନ୍ତି। ତାଙ୍କର ଅନେକ ଫ୍ୟାନ୍ ତାଙ୍କ ଭଳି ବଡି ବନାଇବାକୁ ଚାହାନ୍ତି। ସେହିଭଳି କିଛି ବଲିଉଡ୍ ଷ୍ଟାର ମଧ୍ୟ ତାଙ୍କ ଫିଜିକ୍‌ ଦେଖି ଈର୍ଷା କରନ୍ତି। ହେଲେ ଗତ ମଙ୍ଗଳବାର ମୁମ୍ବାଇର ଏକ ପୂଜା ପେଣ୍ଡାଲ୍‌ରେ ତାଙ୍କୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ପତଳା ଦେଖାଯାଉଥିଲେ। ତାଙ୍କ ମୁହଁରେ ସେହି ଚମକ ନଥିଲା ଓ ଦାଢ଼ି ବି ଉଠିଥିଲା।

ଅଜୟଙ୍କୁ ଏମିତି ଅବସ୍ଥାରେ ଦେଖି ସେ ଅସୁସ୍ଥ ଅଛନ୍ତି ବୋଲି ଲୋକେ ଭାବି ନେଇଥିଲେ। ତାଙ୍କର ଫଟୋ ଦେଖି ତାଙ୍କ ଫ୍ୟାନ୍‌ମାନେ ବି ଏ କଥା ଭାବୁଛନ୍ତି ଓ ଏନେଇ ଚିନ୍ତିତ ହୋଇପଡ଼ିଛନ୍ତି। ଅବଶ୍ୟ କିଛି ଲୋକ ଏହା ବି କହୁଛନ୍ତି ଯେ କୌଣସି ଅପ୍‌କମିଂ ଫିଲ୍ମ ପାଇଁ ଅଜୟ ନିଜ ଓଜନ କମାଇଥିବେ।

ତେବେ ଅଜୟଙ୍କ ନିକଟସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ କୌଣସି ଫିଲ୍ମ ପାଇଁ ଓଜନ କମାଇ ନାହାନ୍ତି କି ତାଙ୍କୁ କୌଣସି ରୋଗ ହୋଇନି। ତେବେ ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟା ଯୋଗୁ ସେ ନିଜେ ଓଜନ ହ୍ରାସ କରିଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ଜନିତ କି ସମସ୍ୟା ରହିଛି, ତାହା ଜଣାପଡ଼ିନି। ଏ ସଂପର୍କରେ ଅଜୟ କିମ୍ବା ତାଙ୍କ ପରିବାର ଲୋକଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story