Advertisment

୧୦ ବର୍ଷ ପରେ “ଝଲକ୍ ଦିଖ୍‌ଲା ଜା”କୁ ଫେରିଲେ ଫରାହ

ମୁମ୍ବାଇ: ୧୦ ବର୍ଷ ପରେ ପପୁଲାର ଡ୍ୟାନ୍ସ ଟିଭି ସୋ’ “ଝଲକ୍ ଦିଖ୍‌ଲା ଜା”କୁ ଫେରିଛନ୍ତି କୋରିଓଗ୍ରାଫର-ଡାଇରେକ୍ଟର ଫରାହ ଖାନ୍‌। ସେ ଏଥିପାଇଁ ସୁଟିଂ ବି ଆରମ୍ଭ କରି ଦେଇଛନ୍ତି। “ଝଲକ୍ ଦିଖ୍‌ଲା ଜା”ର ନବମ ସିଜିନ୍‌ରେ ଫରାହ ଚତୁର୍ଥ ଜଜ୍ ଭାବେ ସାମିଲ ହୋଇଛନ୍ତି। ଅନ୍ୟ ଜଜ୍‌ମାନେ ହେଉଛନ୍ତି ଫିଲ୍ମ ନିର୍ମାତା କରଣ ଜୋହର, ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ ଓ କୋରିଓଗ୍ରାଫର ଗଣେଶ ହେଗଡ଼େ। ୨୦୦୬ରେ “ଝଲକ୍ ଦିଖ୍‌ଲା ଜା”ର ପ୍ରଥମ ସିଜିନ୍‌ରେ ଫରାହ ଜଜ୍‌ […]

୧୦ ବର୍ଷ ପରେ “ଝଲକ୍ ଦିଖ୍‌ଲା ଜା”କୁ ଫେରିଲେ ଫରାହ

farah

Advertisment

ମୁମ୍ବାଇ: ୧୦ ବର୍ଷ ପରେ ପପୁଲାର ଡ୍ୟାନ୍ସ ଟିଭି ସୋ’ “ଝଲକ୍ ଦିଖ୍‌ଲା ଜା”କୁ ଫେରିଛନ୍ତି କୋରିଓଗ୍ରାଫର-ଡାଇରେକ୍ଟର ଫରାହ ଖାନ୍‌। ସେ ଏଥିପାଇଁ ସୁଟିଂ ବି ଆରମ୍ଭ କରି ଦେଇଛନ୍ତି।

Advertisment

“ଝଲକ୍ ଦିଖ୍‌ଲା ଜା”ର ନବମ ସିଜିନ୍‌ରେ ଫରାହ ଚତୁର୍ଥ ଜଜ୍ ଭାବେ ସାମିଲ ହୋଇଛନ୍ତି। ଅନ୍ୟ ଜଜ୍‌ମାନେ ହେଉଛନ୍ତି ଫିଲ୍ମ ନିର୍ମାତା କରଣ ଜୋହର, ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ ଓ କୋରିଓଗ୍ରାଫର ଗଣେଶ ହେଗଡ଼େ।

୨୦୦୬ରେ “ଝଲକ୍ ଦିଖ୍‌ଲା ଜା”ର ପ୍ରଥମ ସିଜିନ୍‌ରେ ଫରାହ ଜଜ୍‌ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe