/odisha-reporter/media/post_attachments/uploads/2016/08/ranveer-sm_650_082716085321-1.jpg)
ranveer
ମୁମ୍ବାଇ: ଫିଲ୍ମ ‘ଏ ଦିଲ୍ ହେ ମୁସ୍କିଲ୍ ମେ’ର ଏକ ଡ୍ୟାନ୍ସରେ ଏକାଠି ଦେଖିବାକୁ ମିଳିବ ନୀଳ ନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ ଓ ରଣବୀର କପୁରଙ୍କୁ। ଉଭୟଙ୍କ ଯୋଡି ପ୍ରଥମ ଥର ପାଇଁ ପରଦାକୁ ଆସୁଥିବାରୁ ଏହାକୁ ନେଇ ବି-ଇଣ୍ଡଷ୍ଟ୍ରିରେ ଉତ୍କଣ୍ଠା ବଢିବାରେ ଲାଗିଛି।
Advertisment
ଏକ ଏଣ୍ଟରଟେଣ୍ଡମେଣ୍ଟ୍ ୱେବସାଇଟର ଖବର ଅନୁଯାୟୀ, ‘ଏ ଦିଲ୍ ହେ ମୁସ୍କିଲ୍ ମେ’ର ଏକ ଗୀତରେ ଉଭୟଙ୍କୁ ଦେଖିବାକୁ ମିଳିବ। ସେପ୍ଟେମ୍ବର ମାସରେ ଏହି ଗୀତ ସୁଟିଂ କରାଯିବ। ଗୀତ ସୁଟିଂ ପାଇଁ ତିନି ଦିନ ସମୟ ଲାଗିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
