Advertisment

ଫିଲ୍ମ ‘ଏ ଦିଲ୍‌  ହେ ମୁସ୍କିଲ୍‌ ମେ’ରେ ନଜର ଆସିବେ ଐଶ୍ୱର୍ଯ୍ୟା ଓ ରଣବୀର

ମୁମ୍ବାଇ: ଫିଲ୍ମ ‘ଏ ଦିଲ୍‌  ହେ ମୁସ୍କିଲ୍‌ ମେ’ର ଏକ ଡ୍ୟାନ୍ସରେ ଏକାଠି ଦେଖିବାକୁ ମିଳିବ ନୀଳ ନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ ଓ ରଣବୀର କପୁରଙ୍କୁ। ଉଭୟଙ୍କ ଯୋଡି ପ୍ରଥମ ଥର ପାଇଁ ପରଦାକୁ ଆସୁଥିବାରୁ ଏହାକୁ ନେଇ ବି-ଇଣ୍ଡଷ୍ଟ୍ରିରେ ଉତ୍କଣ୍ଠା ବଢିବାରେ ଲାଗିଛି। ଏକ ଏଣ୍ଟରଟେଣ୍ଡମେଣ୍ଟ୍ ୱେବସାଇଟର ଖବର ଅନୁଯାୟୀ, ‘ଏ ଦିଲ୍‌  ହେ ମୁସ୍କିଲ୍‌ ମେ’ର ଏକ ଗୀତରେ ଉଭୟଙ୍କୁ ଦେଖିବାକୁ ମିଳିବ। ସେପ୍ଟେମ୍ବର ମାସରେ ଏହି  ଗୀତ ସୁଟିଂ କରାଯିବ।  ଗୀତ ସୁଟିଂ […]

ଫିଲ୍ମ ‘ଏ ଦିଲ୍‌  ହେ ମୁସ୍କିଲ୍‌ ମେ’ରେ ନଜର ଆସିବେ ଐଶ୍ୱର୍ଯ୍ୟା ଓ ରଣବୀର

ranveer

Advertisment

ମୁମ୍ବାଇ: ଫିଲ୍ମ ‘ଏ ଦିଲ୍‌  ହେ ମୁସ୍କିଲ୍‌ ମେ’ର ଏକ ଡ୍ୟାନ୍ସରେ ଏକାଠି ଦେଖିବାକୁ ମିଳିବ ନୀଳ ନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ ଓ ରଣବୀର କପୁରଙ୍କୁ। ଉଭୟଙ୍କ ଯୋଡି ପ୍ରଥମ ଥର ପାଇଁ ପରଦାକୁ ଆସୁଥିବାରୁ ଏହାକୁ ନେଇ ବି-ଇଣ୍ଡଷ୍ଟ୍ରିରେ ଉତ୍କଣ୍ଠା ବଢିବାରେ ଲାଗିଛି।

Advertisment

ଏକ ଏଣ୍ଟରଟେଣ୍ଡମେଣ୍ଟ୍ ୱେବସାଇଟର ଖବର ଅନୁଯାୟୀ, ‘ଏ ଦିଲ୍‌  ହେ ମୁସ୍କିଲ୍‌ ମେ’ର ଏକ ଗୀତରେ ଉଭୟଙ୍କୁ ଦେଖିବାକୁ ମିଳିବ। ସେପ୍ଟେମ୍ବର ମାସରେ ଏହି  ଗୀତ ସୁଟିଂ କରାଯିବ।  ଗୀତ ସୁଟିଂ ପାଇଁ ତିନି ଦିନ ସମୟ ଲାଗିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe