/odisha-reporter/media/post_attachments/uploads/2016/09/freaky-ali.jpg)
freaky-ali
ମୁମ୍ୱାଇ: ଉତ୍ତରପ୍ରଦେଶର ମିରଟ୍ରେ ନୱାଜଉଦ୍ଦୀନ୍ ସିଦ୍ଦିକିଙ୍କ ଚଳଚ୍ଚିତ୍ର “ଫ୍ରିକୀ ଅଲ୍ଲି”ଙ୍କୁ ନେଇ ବିବାଦ ଦେଖାଦେଇଛି। ଏହି ଚଳଚ୍ଚିତ୍ରର ଏକ ଗୀତରେ ନୱାଜ ମୁହଁରେ ଗୋଟିଏ ବଲ୍ କାମୁଡ଼ି ଧରିଛନ୍ତି। ଯେଉଁଥିରେ ଅଲ୍ଲି ଲେଖାଯାଇଛି। ଏହା ବିରୋଧରେ କେତେକ ସଙ୍ଗଠନର କର୍ମକର୍ତ୍ତା ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରି ବଲ୍ରେ ଅଲ୍ଲୀ ଲେଖି ମୁହଁରେ କାମୁଡ଼ିବା ହଜରତ ଅଲ୍ଲିଙ୍କୁ ଅପମାନ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
