Advertisment

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ‘ହିରୋ’

ମୁମ୍ବାଇ: ଫିଲ୍ମ ପ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ସିନେମା ‘ହିରୋ’। ୧୯୮୩ ମସିହାର ‘ହିରୋ’ ଫିଲ୍ମର ରିମେକ ହେଉଛି ଏହି ଫିଲ୍ମ। ସୁବାଷ ଘାଇ ଏବଂ ସଲମନ୍ ଖାନଙ୍କ ମିଳିତ ପ୍ରୋଜେକ୍ଟ ହେଉଛି ‘ହିରୋ’। ଏହି ଫିଲ୍ମରେ ଡେବ୍ୟୁ କରିଛନ୍ତି ଉଭୟ ନାୟକ ଓ ନାୟିକା।ସୁରଜ ପଞ୍ଚୋଲି ଏବଂ ଆଥିୟା ସେଟ୍ଟୀ।।ରାଧା ଏବଂ ସୁରଜଙ୍କ ଲଭ କେମେଷ୍ଟ୍ରିକୁ ନେଇ ସିନେମା ‘ହିରୋ’। ମୁମ୍ୱାଇର ଗ୍ୟାଙ୍ଗଷ୍ଟାର ସୁରଜ। ରାଧା ହେଉଛନ୍ତି ମୁମ୍ୱାଇ ପୋଲିସର ଚିଫଙ୍କ ଝିଅ। ସୁରଜ […]

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ‘ହିରୋ’

Hero-Movie-Full-Audio-Album-Free-Download-Mp3-Song-2015

Advertisment

Hero-Movie-Full-Audio-Album-Free-Download-Mp3-Song-2015ମୁମ୍ବାଇ: ଫିଲ୍ମ ପ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ସିନେମା ‘ହିରୋ’। ୧୯୮୩ ମସିହାର ‘ହିରୋ’ ଫିଲ୍ମର ରିମେକ ହେଉଛି ଏହି ଫିଲ୍ମ। ସୁବାଷ ଘାଇ ଏବଂ ସଲମନ୍ ଖାନଙ୍କ ମିଳିତ ପ୍ରୋଜେକ୍ଟ ହେଉଛି ‘ହିରୋ’। ଏହି ଫିଲ୍ମରେ ଡେବ୍ୟୁ କରିଛନ୍ତି ଉଭୟ ନାୟକ ଓ ନାୟିକା।ସୁରଜ ପଞ୍ଚୋଲି ଏବଂ ଆଥିୟା ସେଟ୍ଟୀ।।ରାଧା ଏବଂ ସୁରଜଙ୍କ ଲଭ କେମେଷ୍ଟ୍ରିକୁ ନେଇ ସିନେମା ‘ହିରୋ’। ମୁମ୍ୱାଇର ଗ୍ୟାଙ୍ଗଷ୍ଟାର ସୁରଜ। ରାଧା ହେଉଛନ୍ତି ମୁମ୍ୱାଇ ପୋଲିସର ଚିଫଙ୍କ ଝିଅ। ସୁରଜ ରାଧାଙ୍କୁ ମିଛ କହି କିଡନାପ କରି ନିଅନ୍ତି। ଏହି କିଡନାପିଂ ଭିତରେ ସୁରଜ ଆଉ ରାଧା ଦୁହେଁ ଦୁହିଁଙ୍କୁ ଭଲ ପାଇ ବସନ୍ତି। ଲଭ କେମେଷ୍ଟ୍ରି ଭିତରେ ଆସେ ଟୁଇଷ୍ଟ ଯେତେବେଳେ ଏହି ଦୁଇ ଲଭର ଅଲଗା ହୁଅନ୍ତି।ଏଭଳି କାହାଣୀ ରହିଛି ନୁଆ ଫିଲ୍ମ ‘ହିରୋରେ’। ସୁରଜ ଏବଂ  ଆଥିୟାଙ୍କ ମେଣ୍ଟର ସଲମନ୍ ଖାନ୍।ଏହି ଦୁଇ ଷ୍ଟାର କିଡଙ୍କୁ ବିଗ ଏଣ୍ଟ୍ରି କରାଇଛନ୍ତି ଭାଇଜାନ୍ ସଲମନ୍ ବଲିଉଡରେ।।ଏହି ଫିଲ୍ମରେ ଟାଇଟେଲ ଟ୍ରାକକୁ ଗାଇଛନ୍ତି ନିଜେ ସଲମନ୍। ସୁରଜ ଏବଂ ଆଥିୟାଙ୍କ ରୋମାନ୍ସକୁ ମିଳିସାରିଛି ଥମସଅପ୍। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିଖିଲ ଆଡଭାନି।  ମ୍ୟୁଜିକ କମ୍ପୋଜ କରିଛନ୍ତି  ଅମଲ ମଲ୍ଲିକ ମିଟ ବ୍ରୋ ଅନଜାନ୍ ଏବଂ ସଚିନ୍ ଜିଗର।   ଏହି ଫିଲ୍ମର ସବୁ ଗୀତ ବ୍ଲକ ବ୍ଲଷ୍ଟର ହିଟ ହୋଇସାରିଛି। ସୁରଜ ଏବଂ ଆଥିୟାଙ୍କ ପାଟିଂ ସଙ୍ଗ ବି ଖୁବ ଭଲ ହୋଇପାରିଛି। ‘ହିରୋ’ ଫିଲ୍ମରେ ବାପ ପୁଅ ଉଭୟ ଅଭିନୟ କରିଛନ୍ତି। ଆଦିତ୍ୟ ଏବଂ ସୁରଜ ଏକାଠି। ଏକ ସ୍ୟାଡ ସଙ୍ଗ ଅଛି ହିରୋରେ। ଆଉ ଏହି ଗୀତଟିକୁ ଗାଇଛନ୍ତି ସଲମନଙ୍କ ଫେଭେରେଟ ସିଙ୍ଗର ରାହତ ଫତେ ଅଲ୍ଲି ଖାନ୍।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe