Advertisment

ଫିଲ୍ମ ସୁଟିଂ ବେଳେ ଅଭିନେତା ସବ୍ୟସାଚୀ ଆହତ

ଭୁବନେଶ୍ୱର: ଫିଲ୍ମ ସୁଟିଂ ବେଳେ ଆହତ ହୋଇଛନ୍ତି ଓଲିଉଡ୍ ଷ୍ଟାର ସବ୍ୟସାଚୀ। ଗତକାଲି କଟକ ଜଗତପୁରରେ ଫିଲ୍ମ ‘ହେଲା ମୋତେ ପ୍ରେମ ଜ୍ୱର’ର ସୁଟିଂ ବେଳେ ସେ ଆହତ ହୋଇଥିଲେ। ତାଙ୍କ ବେକରେ ଆଘାତ ଲାଗିଥିଲା। ଏହା ପରେ ସୁଟିଂ ବନ୍ଦ କରି ଘରକୁ ଫେରିଆସିଥିଲେ ସବ୍ୟସାଚୀ। ତେବେ ଆଜି ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ତେବେ ସେ ବିପଦମୁକ୍ତ ଥିବା ଡାକ୍ତର କହିଥିବାବେଳେ ୩ରୁ ୪ଦିନ ସମ୍ପୂର୍ଣ୍ଣ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଫିଲ୍ମ ସୁଟିଂ ବେଳେ ଅଭିନେତା ସବ୍ୟସାଚୀ ଆହତ

sabya

ଭୁବନେଶ୍ୱର: ଫିଲ୍ମ ସୁଟିଂ ବେଳେ ଆହତ ହୋଇଛନ୍ତି ଓଲିଉଡ୍ ଷ୍ଟାର ସବ୍ୟସାଚୀ। ଗତକାଲି କଟକ ଜଗତପୁରରେ ଫିଲ୍ମ ‘ହେଲା ମୋତେ ପ୍ରେମ ଜ୍ୱର'ର ସୁଟିଂ ବେଳେ ସେ ଆହତ ହୋଇଥିଲେ। ତାଙ୍କ ବେକରେ ଆଘାତ ଲାଗିଥିଲା। ଏହା ପରେ ସୁଟିଂ ବନ୍ଦ କରି ଘରକୁ ଫେରିଆସିଥିଲେ ସବ୍ୟସାଚୀ। ତେବେ ଆଜି ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ତେବେ ସେ ବିପଦମୁକ୍ତ ଥିବା ଡାକ୍ତର କହିଥିବାବେଳେ ୩ରୁ ୪ଦିନ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏକ ଫାଇଟ ସିନ୍ ଦେବା ବେଳେ ସବ୍ୟସାଚୀ ଆହତ ହୋଇଥିଲେ।

Advertisment