ଥାନାରେ ପହଞ୍ଚିଲେ ଚୁଲ୍‌ବୁଲି ଆଲ୍‌ବମ୍‌ ଅଭିନେତ୍ରୀ ଶୁଭଶ୍ରୀ

ଫୋନ୍‌ ଉଠାଇବା ପରେ ଶୁଭଶ୍ରୀଙ୍କ ମନ ଜିଣିବା ପାଇଁ ନୂଆ ପ୍ରୋଜେକ୍ଟରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେଦିନ ଶୁଭଶ୍ରୀ ବ୍ୟସ୍ତ ଥିବାରୁ ଚିକୁଙ୍କ ଫୋନ୍‌ କାଟି ଦେଇଥିଲେ। ପରେ ଚିକୁଙ୍କ ଫେସ୍‌ବୁକ୍‌ ପେଜ୍‌କୁ ଅଣ୍ଡାଳିଥିଲେ ଶୁଭଶ୍ରୀ।

Actress PhotoOR

ଅଭିନେତ୍ରୀ ଶୁଭଶ୍ରୀ ଖଣ୍ଡେଲ୍ୱାଲ୍

Manoranjan Sial
  • Published: Wednesday, 16 October 2024
  • Updated: 16 October 2024, 08:05 PM IST

Sports

Latest News

ଥାନାରେ ପହଞ୍ଚିଲେ ଚୁଲ୍‌ବୁଲି ଆଲ୍‌ବମ୍‌ ଅଭିନେତ୍ରୀ ଶୁଭଶ୍ରୀ ଖଣ୍ଡେଲ୍‌ୱାଲ୍‌। ସେ ଜଣେ ପ୍ରଯୋଜକ ତଥା ଜିମ୍‌ ମାଲିକଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଟଙ୍କା ଧାର ନେଇ ଫେରାଉନଥିବା ସେ ଅଭିଯୋଗ କରିଛନ୍ତି। ଶୁଭଶ୍ରୀଙ୍କ ପରେ ଅନେକ ଝିଅଙ୍କୁ ତାଙ୍କ ଠକାମୀରେ ଶିକାର ହୋଇଥିବା ଅଭିଯୋଗ ହୋଇଛି। ଶୁଭଶ୍ରୀ ଆଜି ଶୁଭଶ୍ରୀ ଭୁବନେଶ୍ୱର ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆସିଥିବା ଯୁବକ ହେଉଛନ୍ତି ଚିକୁ ଦାସ।

ଚିକୁ ଦାସ ନିଜକୁ ପ୍ରଯୋଜକ ଓ ଜିମ୍‌ ମାଲିକ ବୋଲି ପରିଚୟ ଦେଇଥିଲେ। ଅଭିଯୋଗ ଅନୁସାରେ କିଛି ଦିନ ତଳେ ସିଏ ଚୁଲ୍‌ବୁଲି ଆଲ୍‌ବମ୍‌ ଅଭିନେତ୍ରୀ ଶୁଭଶ୍ରୀ ଖଣ୍ଡେଲ୍‌ୱାଲ୍‌ଙ୍କ ପାଖକୁ ହ୍ୱାଟ୍ସଆପ୍‌ରେ ମେସେଜ କରିଥିଲେ। ହେଲେ ଅଜଣା ନମ୍ୱର ଭାବି ସେହି ମେସେଜ୍‌କୁ ଦେଖିନଥିଲେ ଶୁଭଶ୍ରୀ। ପରେ ସେ ଫେସ୍‌ବୁକ୍‌ରେ ମେସେଜ କରିଥିଲେ। ମେସେଜ ଆସିବା ହ୍ୱାଟ୍ସଆପ୍‌ ଓ ଫେସ୍‌ବୁକ୍‌ର ଡିପି ସମାନ ଥିବାରୁ ଶୁଭଶ୍ରୀ ରିପ୍ଲାଏ ଦେଇଥିଲେ। ଏଇଠାରୁ ଆରମ୍ଭ ହୋଇଥିଲା ଚିକୁ ଦାସଙ୍କ ଖେଳ।

Also Read

ତା’ପରେ ସେ ଶୁଭଶ୍ରୀଙ୍କ ଫୋନ୍‌ କରିଥିଲେ। ଫୋନ୍‌ ଉଠାଇବା ପରେ ଶୁଭଶ୍ରୀଙ୍କ ମନ ଜିଣିବା ପାଇଁ ନୂଆ ପ୍ରୋଜେକ୍ଟରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେଦିନ ଶୁଭଶ୍ରୀ ବ୍ୟସ୍ତ ଥିବାରୁ ଚିକୁଙ୍କ ଫୋନ୍‌ କାଟି ଦେଇଥିଲେ। ପରେ ଚିକୁଙ୍କ ଫେସ୍‌ବୁକ୍‌ ପେଜ୍‌କୁ ଅଣ୍ଡାଳିଥିଲେ ଶୁଭଶ୍ରୀ। ସେତେବେଳେ ତାଙ୍କର ବହୁ ପରିଚିତ ଅଭିନେତା ଓ ଅଭିନେତ୍ରୀ ଚିକୁଙ୍କ ମ୍ୟୁଚୁଆଲ୍‌ ଫ୍ରେଣ୍ଡ ଥିବା ଦେଖିବାକୁ ପାଇଥିଲେ। ତା’ପରେ ଶୁଭଶ୍ରୀଙ୍କ ମନରେ ଚିକୁଙ୍କ ପ୍ରତି ଭଲ ଭାବନା ଜାତ ହୋଇଥିଲା।

ଦିନେ ଶୁଭଶ୍ରୀ ନିଜର ଶୁଟିଂ ବ୍ୟସ୍ତ ଥିଲେ। ହଠାତ୍‌ ଚିକୁ ଫୋନ୍‌ କରିଥିଲେ। ଆଉ କହିଥିଲେ, ଯାଜପୁର କୁଆଖିଆରେ କାର୍‌ ଦୁର୍ଘଟଣା ହୋଇଛି, ମୁଁ ମନି ପର୍ସ ଘରେ ଛାଡ଼ି ଆସିଛି; ତେଣୁ ମୋର କିଛି ପଇସା ଦରକାର ଅଛି। ଚିକୁଙ୍କ ପ୍ରତି ଭଲ ଧାରଣା ଥିବାରୁ ଶୁଭଶ୍ରୀ ତାଙ୍କୁ ଟଙ୍କା ଦେବା ପାଇଁ ରାଜି ହୋଇଥିଲେ। ତେଣୁ ସେ ଚିକୁଙ୍କ ଫୋନ୍‌ ପେରେ ଟଙ୍କା ପଠାଇବାକୁ କହିଥିଲେ। ହେଲେ ଚିକୁ ରାଜି ହୋଇନଥିଲେ। ସିଏ ଜଣେ ଗ୍ୟାରେଜ ମାଲିକଙ୍କ ୟୁପିଆଇ ନମ୍ୱରରେ ଟଙ୍କା ପଠାଇବାକୁ କହିଥିଲେ। ବାସ୍‌ ତାହା ପରେ ଶୁଭଶ୍ରୀ ସେହି ନମ୍ୱରରେ ଟଙ୍କା ପଠାଇଥିଲେ।

ବାବୁ ଟଙ୍କା ପାଇଲା ପରେ ଆଉ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି। ଟଙ୍କା ମାଗିଲେ ଚିକୁ ନାନା ବାହାନା କରୁଥିବା ଶୁଭଶ୍ରୀ ଅଭିଯୋଗ କରିଛନ୍ତି। ଶୁଭଶ୍ରୀ କହିଛନ୍ତି, ବାରମ୍ୱାର ଠକୁଥିବାରୁ ଚିକୁଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଆଉ ସେତେବେଳେ ଜାଣିବାକୁ ପାଇଲେ ଚିକୁ ଜଣେ ପେଶାଦାର ମହାଠକ। ସେ ବହୁ ଝିଅଙ୍କୁ ଠକିଛି। କାହାକୁ ଅଭିନେତ୍ରୀ କରାଇଦେବ ବୋଲି କହି ଟଙ୍କା ନେଇଛି ତ ଆଉ କାହାଠାରୁ ଏକ୍ଟ୍ରେସ୍‌ କାର୍ଡ କରାଇଦେବ କହି ଟଙ୍କା ଲୁଟିଛି। ସବୁଠାରୁ ବଡ଼ କଥା ହେଉଛି, ସିଏ ସିଧା ଟଙ୍କା ନେଇ ଅନ୍ୟମାନଙ୍କ ଆକାଉଣ୍ଟରେ ଟଙ୍କା ନେଉଛି। ହେଲେ ଲୋକ ଲଜ୍ଜା ଭୟରେ ଝିଅମାନେ ମୁହଁ ଖୋଲୁନଥିବା ଶୁଭଶ୍ରୀ କହିଛନ୍ତି।

ଆଜି ଶୁଭଶ୍ରୀ ଚନ୍ଦକା ଥାନାରେ ଚିକୁ ଦାସଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ବିଭିନ୍ନ ଅଫର ଦେଇ ଚିକୁ ଦାସ ଟଙ୍କା ଆଦାୟ କରୁଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।

ହେଲେ ଶୁଭଶ୍ରୀଙ୍କ ଅଭିଯୋଗ ନେଇ ଚିକୁ ଦାସଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story