Advertisment

ସନି ଲିଓନଙ୍କ ନାଁରେ ଏଫ୍‌ଆଇଆର

ମୁମ୍ବାଇ: ଦିଲ୍ଲୀର ଆଦର୍ଶ ନଗର ଥାନାରେ ବଲିଉଡ୍ ଅଭିନେତ୍ରୀ ସନି ଲିଓନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ସହିତ ‘ମସ୍ତିଜାଦେ’ ଫିଲ୍ମ ସହିତ ଜଡ଼ିତ ଅଭିନେତା ବୀର ଦାସ ଓ ସମସ୍ତ ପ୍ରମୁଖ ବ୍ୟକ୍ତିଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ କରିବା ନେଇ ମାମଲା ରୁଜୁ ହୋଇଛି। ଅଭିଯୋଗକାରୀ କହିଛନ୍ତି ସନି ଲିଓନ ଓ ଏହି ଫିଲ୍ମ ସହିତ ଜଡ଼ିତ ଲୋକମାନେ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି। ଫିଲ୍ମଟିର ଏକ ଦୃଶ୍ୟରେ ମନ୍ଦିର […]

ଅଦ୍ୟତନ ହୋଇଛି
ସନି ଲିଓନଙ୍କ ନାଁରେ ଏଫ୍‌ଆଇଆର

sunny

Advertisment

ମୁମ୍ବାଇ: ଦିଲ୍ଲୀର ଆଦର୍ଶ ନଗର ଥାନାରେ ବଲିଉଡ୍ ଅଭିନେତ୍ରୀ ସନି ଲିଓନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ସହିତ ‘ମସ୍ତିଜାଦେ’ ଫିଲ୍ମ ସହିତ ଜଡ଼ିତ ଅଭିନେତା ବୀର ଦାସ ଓ ସମସ୍ତ ପ୍ରମୁଖ ବ୍ୟକ୍ତିଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ କରିବା ନେଇ ମାମଲା ରୁଜୁ ହୋଇଛି। ଅଭିଯୋଗକାରୀ କହିଛନ୍ତି ସନି ଲିଓନ ଓ ଏହି ଫିଲ୍ମ ସହିତ ଜଡ଼ିତ ଲୋକମାନେ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି। ଫିଲ୍ମଟିର ଏକ ଦୃଶ୍ୟରେ ମନ୍ଦିର ଭିତରେ କଣ୍ଡୋମ୍‌ର ପ୍ରମୋସନ୍ କରାଯାଇଥିବା ଦେଖିବାକୁ ମିଳିଛି। ଏହା ନିହାତି ନିନ୍ଦନୀୟ ଓ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe