ରିଲିଜ୍ ହେଲା ‘ଫିତୁର’ ଓ ‘ସନମ୍‌ରେ’

ମୁମ୍ୱାଇ: ଚାଲିଛି ଭାଲେଣ୍ଟାଇନ୍‌ସ ୱିକ୍। ଆଉ ରୋମାନ୍ସର ନୂଆ ଫ୍ଲେବରକୁ ନେଇ ଆଜି ପରଦାକୁ ଆସିଛି ଦୁଇଟି ଫିଲ୍ମ। ଆଦିତ୍ୟ ରୟ କପୁର ଓ କ୍ୟାଟ୍ରିନା କୈଫ୍‌ ଅଭିନୀତ ଫିଲ୍ମ ‘ଫିତୁର’ କୁ ବକ୍ସ ଅଫିସରେ ଟକ୍କର ଦେଉଛି ‘ସନମ୍‌ରେ’। ‘ଆସିକ୍-୨’ର ଷ୍ଟାର ଆଦିତ୍ୟ ରାୟ କାପୁର ଓ ‘ଜବ୍ ତକ ହେ ଜାନ’ର ଷ୍ଟାର କାଟ୍ରିନା କୈଫଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳୁଛି। ଏହାସହ ଏହି ଯୋଡ଼ିଙ୍କ ଅନଲାଇନ୍ ରୋମାନ୍ସ ଫିଲ୍ମରେ ଚାରଚାନ୍ଦ ଲାଗାଇଛି। ଏଥିରେ ଆଦିତ୍ୟ […]

film

film

Rakesh Mallick
  • Published: Friday, 12 February 2016
  • Updated: 12 February 2016, 07:38 AM IST

Sports

Latest News

ମୁମ୍ୱାଇ: ଚାଲିଛି ଭାଲେଣ୍ଟାଇନ୍‌ସ ୱିକ୍। ଆଉ ରୋମାନ୍ସର ନୂଆ ଫ୍ଲେବରକୁ ନେଇ ଆଜି ପରଦାକୁ ଆସିଛି ଦୁଇଟି ଫିଲ୍ମ। ଆଦିତ୍ୟ ରୟ କପୁର ଓ କ୍ୟାଟ୍ରିନା କୈଫ୍‌ ଅଭିନୀତ ଫିଲ୍ମ ‘ଫିତୁର’ କୁ ବକ୍ସ ଅଫିସରେ ଟକ୍କର ଦେଉଛି ‘ସନମ୍‌ରେ’।

‘ଆସିକ୍-୨’ର ଷ୍ଟାର ଆଦିତ୍ୟ ରାୟ କାପୁର ଓ ‘ଜବ୍ ତକ ହେ ଜାନ’ର ଷ୍ଟାର କାଟ୍ରିନା କୈଫଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳୁଛି। ଏହାସହ ଏହି ଯୋଡ଼ିଙ୍କ ଅନଲାଇନ୍ ରୋମାନ୍ସ ଫିଲ୍ମରେ ଚାରଚାନ୍ଦ ଲାଗାଇଛି। ଏଥିରେ ଆଦିତ୍ୟ ରାୟ କାପୁର କାଶ୍ମୀରର ଜଣେ କବି ‘ନୂର’ ଭୂମିକାରେ ଅଭିନୟ କରୁଥିବା ବେଳେ କାଟ୍ରିନା ‘ଫିରଡ୍ୟୁସ’ ଚରିତ୍ରରେ ଅଭିନୟ କରୁଛନ୍ତି।

ଏଥିରେ ସୁନିଧି ଚୌହାନ୍ ଓ ଜୁବୀନ୍ ନୌତିଆଲା କଣ୍ଠଦାନ କରିଥିବା ବେଳେ ଲିରିକ୍ ଲେଖିଛନ୍ତି ସ୍ୱାନନ୍ଦ କିରକିରେ ଓ ମ୍ୟୁଜିକ୍ ଦେଇଛନ୍ତି ଅମିତ ତ୍ରିବେଦୀ।

ଏହି ଫିଲ୍ମିକୁ ବକ୍ସ ଅଫିସରେ ଟକ୍ଟର ଦେଉଛି ଦିବ୍ୟା ଖୋସଲ୍ଲାଙ୍କ ଫିଲ୍ମ ‘ସନମ୍‌ରେ’। ଭଲ ପାଇବାର ଭିନ୍ନ ରଙ୍ଗକୁ ନେଇ ଗତିଶୀଳ ଫିଲ୍ମର କାହାଣୀ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ପୁଲକିତ୍ ସମ୍ରାଟ, ୟାମି ଗୌତମ୍। ରିଷି କପୁରଙ୍କୁ ମଧ୍ୟ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳୁଛୁ। ରିଲିଜ୍ ପୂର୍ବରୁ ଫିଲ୍ମର ଗୀତଗୁଡ଼ିକୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story