Advertisment

ଫିଲ୍ମ ‘ଅକିରା’ ସପ୍ତାହକ ମଧ୍ୟରେ ଆୟ କଲା ୧୬ କୋଟି

ମୁମ୍ବାଇ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅକିରା’ ସପ୍ତାହକ ମଧ୍ୟରେ ୧୬ କୋଟି ଟଙ୍କା ଆୟ କରିଛି। ବକ୍ସ ଅଫିସରେ ଫିଲ୍ମ ‘ଅକିରା’ ଭଲ ଆୟ କରିଛି। ଫିଲ୍ମ ‘ଅକିରା’ ରବିବାର ଦିନ ୬.୨ କୋଟି ଟଙ୍କା ଆୟ କରିଥିଲା। ବର୍ତ୍ତମାନ ସୁଦ୍ଧା ୧୬.୬୫ କୋଟି ଟଙ୍କା ଆୟ କରିସାରିଲାଣି। ଏ.ଆର୍‌ ମରୁଗଦୋସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅକିରା’ ଗତ ଶୁକ୍ରବାର ରିଲିଜ୍‌ ହୋଇଥିଲା। ଏଥିରେ ସୋନାକ୍ଷୀଙ୍କ ବ୍ୟତୀତ କୋଙ୍କଣା ସେନ ଶର୍ମା ଓ ଅନୁରାମ ବସୁ […]

ରିଲିଜ୍‌ ହେଲା ‘ଅକିରା’

akira-sonakshi

Advertisment

ମୁମ୍ବାଇ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅକିରା’ ସପ୍ତାହକ ମଧ୍ୟରେ ୧୬ କୋଟି ଟଙ୍କା ଆୟ କରିଛି। ବକ୍ସ ଅଫିସରେ ଫିଲ୍ମ ‘ଅକିରା’ ଭଲ ଆୟ କରିଛି।

Advertisment

ଫିଲ୍ମ ‘ଅକିରା’ ରବିବାର ଦିନ ୬.୨ କୋଟି ଟଙ୍କା ଆୟ କରିଥିଲା। ବର୍ତ୍ତମାନ ସୁଦ୍ଧା ୧୬.୬୫ କୋଟି ଟଙ୍କା ଆୟ କରିସାରିଲାଣି।

ଏ.ଆର୍‌ ମରୁଗଦୋସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅକିରା’ ଗତ ଶୁକ୍ରବାର ରିଲିଜ୍‌ ହୋଇଥିଲା।

Advertisment

ଏଥିରେ ସୋନାକ୍ଷୀଙ୍କ ବ୍ୟତୀତ କୋଙ୍କଣା ସେନ ଶର୍ମା ଓ ଅନୁରାମ ବସୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଅକ୍ଷୟ କୁମାର ଏଥିରେ ସ୍ପେଶାଲ ଆପିଏରେନ୍ସରେ ନଜର ଆସିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe