the-ring
Advertisment
ମୁମ୍ବାଇ: ଇମ୍ତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶନାରେ ଆସୁଥିବା ଆଗାମୀ ଫିଲ୍ମ ‘ଦ ରିଙ୍ଗ୍’ରେ କିଙ୍ଗଖାନ ଶାହାରୁଖଙ୍କ ସହିତ ଚୁଲିବୁଲି ଅଭିନେତ୍ରୀ ଅନୁଷ୍କାଙ୍କୁ ଦେଖିବାକୁ ମିଳିବ। ଇନ୍ଷ୍ଟାଗ୍ରାମରେ ଅନୁଷ୍କା ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ପୂରା ଟିମ୍ ସହ ଏମଷ୍ଟଡ୍ରମ୍ରେ ସୁଟିଂ ଚାଲିଥିବା ଲେଖିଛନ୍ତି।
Advertisment
ଶାହାରୁଖ ଓ ଅନୁଷ୍କାଙ୍କର ଏହା ତୃତୀୟ ଫିଲ୍ମ। ଏହା ପୂର୍ବରୁ ଅନୁଷ୍କା ‘ବୋ ରବ ନେ ବନାୟେ ଯୋଡି’ ଓ ‘ଜବ ତକ ହେ ଜାନ’ରେ କାମ କରି ସାରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/09/the-ring.jpg)