Advertisment

ଫ୍ଲୋରକୁ ଆସିଲା ‘ପ୍ରେମ୍ ରତନ ଧନ ପାୟୋ’ର ପ୍ରଥମ ଗୀତ

ମୁମ୍ବାଇ: ସଲମାନ ଖାନ୍ ଓ ସୋନମ କପୁର ଅଭିନୀତ ‘ପ୍ରେମ୍ ରତନ ଧନ ପାୟୋ’ର ଟ୍ରେଲର୍ ପରେ ଏବେ  ବି’ଟାଉନ୍ ଫ୍ଲେ।ରକୁ ଆସିଛି ଫିଲ୍ମର ଫ।ଷ୍ଟ ଗୀତ ‘ପ୍ରେମଲୀଲା’। ଏହି ଗୀତରେ ଧୋତି-କୁର୍ତ୍ତାରେ ସଲମାନ ଶୁଣାଉଛନ୍ତି ପ୍ରେମଲୀଲା। ଟିପିକଲ୍ ରାଜଶ୍ରୀ ପ୍ରଡକ୍ସନରେ ଛାପ ଦେଖିବାକୁ ମିଳିଛି। ଗୀତର ବ୍ୟାକଡ୍ରପ୍ ରହିଛି ରାମଲୀଲା, ଆଉ ସଲମାନ ଶୁଣାଉଛନ୍ତି ପ୍ରେମଲୀଲା। କଲରଫୁଲ୍ ବ୍ୟାକଡ୍ରପ ସହ କମେଡିର ତଡକା ଗୀତକୁ ଆହୁରି ଇମପ୍ରେସିଭ୍ କରିଛି। ‘ହମ୍ ସାଥ୍ ସାଥ୍ ହେ’, ‘ହମ୍ […]

‘ପ୍ରେମ ରତନ ଧନ୍ ପାୟୋ’ର ଟ୍ରେଲର ରିଲିଜ୍

Prem-Ratan-Dhan-Payo

Advertisment

[embed] style="text-align: justify">ମୁମ୍ବାଇ: ସଲମାନ ଖାନ୍ ଓ ସୋନମ କପୁର ଅଭିନୀତ ‘ପ୍ରେମ୍ ରତନ ଧନ ପାୟୋ’ର ଟ୍ରେଲର୍ ପରେ ଏବେ  ବି’ଟାଉନ୍ ଫ୍ଲେ।ରକୁ ଆସିଛି ଫିଲ୍ମର ଫ।ଷ୍ଟ ଗୀତ ‘ପ୍ରେମଲୀଲା’। ଏହି ଗୀତରେ ଧୋତି-କୁର୍ତ୍ତାରେ ସଲମାନ ଶୁଣାଉଛନ୍ତି ପ୍ରେମଲୀଲା। ଟିପିକଲ୍ ରାଜଶ୍ରୀ ପ୍ରଡକ୍ସନରେ ଛାପ ଦେଖିବାକୁ ମିଳିଛି। ଗୀତର ବ୍ୟାକଡ୍ରପ୍ ରହିଛି ରାମଲୀଲା, ଆଉ ସଲମାନ ଶୁଣାଉଛନ୍ତି ପ୍ରେମଲୀଲା। କଲରଫୁଲ୍ ବ୍ୟାକଡ୍ରପ ସହ କମେଡିର ତଡକା ଗୀତକୁ ଆହୁରି ଇମପ୍ରେସିଭ୍ କରିଛି। ‘ହମ୍ ସାଥ୍ ସାଥ୍ ହେ’, ‘ହମ୍ ଆପକେ ହୈ କୌନ’ ଓ ‘ବିବାହ’ ଆଦି ଫିଲ୍ମରେ ବି ଏମିତି ଫ୍ୟାମିଲି ସଙ୍ଗ ଦେଖିବାକୁ ମିଳିଥିଲା। ଆଉ ଏବେ ପ୍ରେମଲୀଲା ଗୀତ ସେଇ ଦିନକୁ ପୁଣି ମନେ ପକାଇ ଦେଇଛି। ଫିଲ୍ମର ମ୍ୟୁଜିକ ହିମେଶ ରେଶମିୟାଁ ଦେଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁରଜ୍ ବଡଜାତ୍ୟା। ନଭେମ୍ୱର ୧୨ରେ ଫିଲ୍ମଟି ରିଲିଜ୍ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe