Advertisment

ଛୋଟ ପରଦା, ବଡ଼ ଆୟ

ମୁମ୍ୱାଇ : ଫୋର୍ବସ୍‌ ମାଗାଜିନ୍‌ ୨୦୧୯ରେ ଅଧିକ ଅର୍ଥ ଉପାର୍ଜନ କରିଥିବା ୧୦୦ ସେଲେବ୍ରିଟିଙ୍କର ତାଲିକା ଜାରି କରିଛି। ଏଥିରେ ଛୋଟ ପରଦା ଅର୍ଥାତ୍ ଟେଲିଭିଜନ୍‌ରେ କାମ କରୁଥିବା କିଛି ସେଲେବ୍ରିଟି ମଧ୍ୟ ସ୍ଥାନ ପାଇଛନ୍ତି। ୨୦୧୯ରେ ସେ ୨୫ କୋଟି ଟଙ୍କା ଆୟ କରିଛନ୍ତି। ସେ ପପୁଲାର୍‌ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ରେ ଜଜ୍‌ ସିଟ୍‌ରେ ବସିଛନ୍ତି। ପପୁଲାର୍‌ କମେଡିଆନ୍‌ ତଥା ଅଭିନେତା କପିଲ ଶର୍ମା ଗତବର୍ଷ ଫୋର୍ବସ୍‌ ଲିଷ୍ଟରେ ସ୍ଥାନ ପାଇନଥିଲେ। କିନ୍ତୁ ଏଥର […]

author-image
Puspanjali Panda
ଅଦ୍ୟତନ ହୋଇଛି
ଛୋଟ ପରଦା, ବଡ଼ ଆୟ

FORBES33

ମୁମ୍ୱାଇ : ଫୋର୍ବସ୍‌ ମାଗାଜିନ୍‌ ୨୦୧୯ରେ ଅଧିକ ଅର୍ଥ ଉପାର୍ଜନ କରିଥିବା ୧୦୦ ସେଲେବ୍ରିଟିଙ୍କର ତାଲିକା ଜାରି କରିଛି। ଏଥିରେ ଛୋଟ ପରଦା ଅର୍ଥାତ୍ ଟେଲିଭିଜନ୍‌ରେ କାମ କରୁଥିବା କିଛି ସେଲେବ୍ରିଟି ମଧ୍ୟ ସ୍ଥାନ ପାଇଛନ୍ତି।

Advertisment

୨୦୧୯ରେ ସେ ୨୫ କୋଟି ଟଙ୍କା ଆୟ କରିଛନ୍ତି। ସେ ପପୁଲାର୍‌ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ରେ ଜଜ୍‌ ସିଟ୍‌ରେ ବସିଛନ୍ତି।

publive-image

ପପୁଲାର୍‌ କମେଡିଆନ୍‌ ତଥା ଅଭିନେତା କପିଲ ଶର୍ମା ଗତବର୍ଷ ଫୋର୍ବସ୍‌ ଲିଷ୍ଟରେ ସ୍ଥାନ ପାଇନଥିଲେ। କିନ୍ତୁ ଏଥର ସେ ସ୍ଥାନିତ ହୋଇଛନ୍ତି। ଚଳିତ ବର୍ଷ ସେ  ୩୪.୯୮ କୋଟି ଟଙ୍କା ରୋଜଗାର କରିଛନ୍ତି।
publive-image

Advertisment

ଲୋକପ୍ରିୟ ଟେଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ୨୦୧୮ରେ ଫୋର୍ବସ୍ ଲିଷ୍ଟରେ ଥିଲେ। ଆଉ ଏଥର ବି ଅଛନ୍ତି। ଏଥର ସେ ୧.୪୬ କୋଟି ଟଙ୍କା ଆୟ କରିଛନ୍ତି।
publive-image

କମେଡିଆନ୍‌ ଭାରତୀ ସିଂହ ଏବେ ତାଙ୍କ ଶୋ’ ‘ଖତରା ଖତରା ଖତରା’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏବର୍ଷ ସେ ୧୦.୯୨ କୋଟି ଟଙ୍କା ଆୟ କରିଛନ୍ତି।
publive-image

କୋରିଓଗ୍ରାଫର୍‌ ତଥା ନିର୍ଦ୍ଦେଶକ ରେମୋ ଡିସୌଜା ୧.୬୩ କୋଟି ଟଙ୍କା ରୋଜଗାର କରିଛନ୍ତି। ଏବେ ସେ ରିଆଲିଟି ଶୋ’ ‘ଡାନ୍ସ୍‌ ପ୍ଲସ୍‌ ୫’ରେ ଜଜ୍‌ ସିଟ୍‌ରେ ଅଛନ୍ତି।
publive-image

ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍‌ ଡାନ୍ସ ରିଆଲିଟି ଶୋ’ ‘ନଚ୍‌ ବଲିୟେ ୯’ର ବିଚାରପତି ରହିଥିଲେ।  ଚଳିତ ବର୍ଷ ସେ ଟିଭି ପରଦା ଜରିଆରେ ୨.୪ କୋଟି ଟଙ୍କା ରୋଜଗାର କରିଛନ୍ତି।
publive-image

ଟେଲି ଅଭିନେତା କରନ୍‌ କୁନ୍ଦ୍ରା ଚଳିତ ବର୍ଷ ୪.୧୨ କୋଟି ଟଙ୍କା ଉପାର୍ଜନ କରିଛନ୍ତି।
publive-image