ରିଲିଜ୍‌ ହେଲା ‘ଏମ୍‌ଏସ୍‌ ଧୋନୀ- ଦି ଅନ୍‌ଟୋଲ୍‌ଡ ଷ୍ଟୋରୀ’

ମୁମ୍ୱାଇ: ଫିଲ୍ମ ଫ୍ରାଇଡେ ଆଜି ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ୍‌ ‘ଏମ୍‌ଏସ୍‌ ଧୋନୀ- ଦି ଅନ୍‌ଟୋଲ୍‌ଡ ଷ୍ଟୋରୀ’ ରିଲିଜ୍‌ ହୋଇଛି। କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଭୂମିକାରେ ସୁଶାନ୍ତ ସିଂ ରାଜପୁତ ଅଭିନୟ କରୁଥିବା ବେଳେ ତାଙ୍କ ଅପୋଜିଟ୍‌ରେ ପତ୍ନୀ ସାକ୍ଷୀ ଧୋନୀଙ୍କ ଭୂମିକାରେ କିଆରା ଆଡ୍‌ବାନୀ ଥିବା ବେଳେ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌ ପ୍ରିୟଙ୍କା ଝା ଭୂମିକାରେ ଦିଶା ପଟାନୀଙ୍କୁ ଦେଖିବାକୁ ମିଳିଛି। ଏଥିରେ ଅନୁପମ୍‌ ଖେର୍‌ ଓ ଭୂମିକା ଚାୱଲା ମଧ୍ୟ ଅଭିନୟ […]

ms-dhoni

ms-dhoni

Rakesh Mallick
  • Published: Friday, 30 September 2016
  • Updated: 30 September 2016, 11:04 AM IST

Sports

Latest News

ମୁମ୍ୱାଇ: ଫିଲ୍ମ ଫ୍ରାଇଡେ ଆଜି ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ୍‌ ‘ଏମ୍‌ଏସ୍‌ ଧୋନୀ- ଦି ଅନ୍‌ଟୋଲ୍‌ଡ ଷ୍ଟୋରୀ’ ରିଲିଜ୍‌ ହୋଇଛି। କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଭୂମିକାରେ ସୁଶାନ୍ତ ସିଂ ରାଜପୁତ ଅଭିନୟ କରୁଥିବା ବେଳେ ତାଙ୍କ ଅପୋଜିଟ୍‌ରେ ପତ୍ନୀ ସାକ୍ଷୀ ଧୋନୀଙ୍କ ଭୂମିକାରେ କିଆରା ଆଡ୍‌ବାନୀ ଥିବା ବେଳେ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌ ପ୍ରିୟଙ୍କା ଝା ଭୂମିକାରେ ଦିଶା ପଟାନୀଙ୍କୁ ଦେଖିବାକୁ ମିଳିଛି।

ଏଥିରେ ଅନୁପମ୍‌ ଖେର୍‌ ଓ ଭୂମିକା ଚାୱଲା ମଧ୍ୟ ଅଭିନୟ କରିଛନ୍ତି। ନୀରଜ ପାଣ୍ଡେ ଫିଲ୍ମିରେ ନିର୍ଦ୍ଦେଶନା ଦେଇଥିବା ବେଳେ ଅମାଲ୍‌ ମଲ୍ଲିକ୍‌ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଫିଲ୍ମରେ ଧୋନୀଙ୍କ ଇଣ୍ଟରନ୍ୟାସନାଲ୍‌ କ୍ରିକେଟ୍‌ କ୍ୟାରିୟର୍‌ ପୂର୍ବର କାହାଣୀ, ତାଙ୍କ ପରିବାର ଓ ପ୍ରେମ କାହାଣୀକୁ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story