Advertisment

କ୍ରିସ୍ ଗେଲ୍ ଓ ବ୍ରାଭୋଙ୍କ ଚାମ୍ପିଅନ ଗୀତର ନୂଆ ଭର୍ସନ ରିଲିଜ

ମୁମ୍ବାଇ:  ୱେଷ୍ଟ ଇଣ୍ଡିଜ କ୍ରିକେଟର ଡି.ଜେ ବ୍ରାବୋଙ୍କ ‘ଚାମ୍ପିଅନ’ ଗୀତ ତ ସମସ୍ତଙ୍କ ମନେଥିବ। ଏବେ ଏହି ଗୀତର ନୂଆ ଭର୍ସନ ସୁନ୍ଦର ଅଭିନୟ ସହ ରିଲିଜ ହୋଇଛି। ନୂଆ ଭର୍ସନରେ ବ୍ରାଭୋ ଏବଂ ତାଙ୍କ ସାଥି ତଥା ୱେଷ୍ଟ ଇର୍ଡିଜର ବିସ୍ଫୋରକ ବ୍ୟାଟ୍ସମାନ୍ କ୍ରିସ୍ ଗେଲ ‘ସୁରକ୍ଷିତ ସେକ୍ସ’ ସମ୍ପର୍କରେ କହୁଥିବାର ଶୁଣିବାକୁ ମିଳୁଛି। ‘ଚାମ୍ପିଅନ’ର ଏହି ନୂଆ ଭର୍ସନକୁ ଇଂରାଜୀରେ ବୋଲାଯାଇଛି। ଏହି ଭିଡିଓରେ ବ୍ରାଭୋ ଏବଂ କ୍ରିସ୍ ବୋଲ୍ଡ ଏବଂ ଇଣ୍ଡିଆନ ଟ୍ରାଡିସନାଲ […]

କ୍ରିସ୍ ଗେଲ୍ ଓ ବ୍ରାଭୋଙ୍କ ଚାମ୍ପିଅନ ଗୀତର ନୂଆ ଭର୍ସନ ରିଲିଜ

champion_song

Advertisment

ମୁମ୍ବାଇ:  ୱେଷ୍ଟ ଇଣ୍ଡିଜ କ୍ରିକେଟର ଡି.ଜେ ବ୍ରାବୋଙ୍କ ‘ଚାମ୍ପିଅନ’ ଗୀତ ତ ସମସ୍ତଙ୍କ ମନେଥିବ। ଏବେ ଏହି ଗୀତର ନୂଆ ଭର୍ସନ ସୁନ୍ଦର ଅଭିନୟ ସହ ରିଲିଜ ହୋଇଛି। ନୂଆ ଭର୍ସନରେ ବ୍ରାଭୋ ଏବଂ ତାଙ୍କ ସାଥି ତଥା ୱେଷ୍ଟ ଇର୍ଡିଜର ବିସ୍ଫୋରକ ବ୍ୟାଟ୍ସମାନ୍ କ୍ରିସ୍ ଗେଲ ‘ସୁରକ୍ଷିତ ସେକ୍ସ’ ସମ୍ପର୍କରେ କହୁଥିବାର ଶୁଣିବାକୁ ମିଳୁଛି। ‘ଚାମ୍ପିଅନ’ର ଏହି ନୂଆ ଭର୍ସନକୁ ଇଂରାଜୀରେ ବୋଲାଯାଇଛି। ଏହି ଭିଡିଓରେ ବ୍ରାଭୋ ଏବଂ କ୍ରିସ୍ ବୋଲ୍ଡ ଏବଂ ଇଣ୍ଡିଆନ ଟ୍ରାଡିସନାଲ ଡ୍ରେସ ପିନ୍ଧିଥିବା ଡ୍ୟାନସର ମାନଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe