ବାହା ହେଲେ ‘ଗେମ୍ସ ଅଫ୍‌ ଥ୍ରୋନ୍‌ର’ ମାଉଣ୍ଟେନ୍‌

ନ୍ୟୁୟର୍କ: “ଜିସ୍‌କି ବିବି ଛୋଟି ଉସ୍‌କା ଭି ବଡ଼ା ନାମ ହୈ, ଜିସ୍‌କି ବିବି ଛୋଟି…”। କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ଅଭିନୀତ ଲାୱାରିସ୍‌ ଚଳଚ୍ଚିତ୍ରର ଏହି ସଙ୍ଗୀତଟି ଛୋଟ ବଡ଼ ପ୍ରାୟ ସମସ୍ତଙ୍କ ମୁହଁରେ ଥାଏ। ବିବାହ ବେଳେ ବର କନ୍ୟାଙ୍କ କମ୍ବିନେସନ୍‌କୁ ଦେଖି ଏମିତି ବ୍ୟଙ୍ଗ କରି ଆମେ ଚିଡ଼ାଇବା ଢଙ୍ଗରେ ଗୀତଟି ଆଜି ବି ଗୁଣୁଗୁଣେଇ ଦେଉ। ହେଲେ ଏବେ ଏହି କଥା କାହିଁକି କହିଲୁ, ଜାଣିଛନ୍ତି। ଆଜ୍ଞା ଆମକୁ ଆଜି ସେମିତି […]

bibi

bibi

Mihir Pattnayak
  • Published: Tuesday, 23 October 2018
  • Updated: 23 October 2018, 01:41 PM IST

Sports

Latest News

ନ୍ୟୁୟର୍କ: “ଜିସ୍‌କି ବିବି ଛୋଟି ଉସ୍‌କା ଭି ବଡ଼ା ନାମ ହୈ, ଜିସ୍‌କି ବିବି ଛୋଟି...”। କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ଅଭିନୀତ ଲାୱାରିସ୍‌ ଚଳଚ୍ଚିତ୍ରର ଏହି ସଙ୍ଗୀତଟି ଛୋଟ ବଡ଼ ପ୍ରାୟ ସମସ୍ତଙ୍କ ମୁହଁରେ ଥାଏ। ବିବାହ ବେଳେ ବର କନ୍ୟାଙ୍କ କମ୍ବିନେସନ୍‌କୁ ଦେଖି ଏମିତି ବ୍ୟଙ୍ଗ କରି ଆମେ ଚିଡ଼ାଇବା ଢଙ୍ଗରେ ଗୀତଟି ଆଜି ବି ଗୁଣୁଗୁଣେଇ ଦେଉ।

ହେଲେ ଏବେ ଏହି କଥା କାହିଁକି କହିଲୁ, ଜାଣିଛନ୍ତି। ଆଜ୍ଞା ଆମକୁ ଆଜି ସେମିତି ଗୋଟିଏ ମଜାଦାର ଯୋଡ଼ି ମିଳିଯାଇଛି। ଯାହାଙ୍କୁ ଦେଖି ଅମିତାଭଙ୍କ ସେ ଗୀତଟି ମନେ ପଡିଗଲା।

‘ଗେମ୍‌ ଅପ୍‌ ଥ୍ରୋନ୍ସ’ରେ ‘ଦ ମାଉଣ୍ଟେନ୍‌’ର ଭୂମିକାରେ ଅଭିନୟ କରୁଥିବା  ଅଭିନେତା  ଥର୍‌ ଜର୍ଣ୍ଣସନ୍‌ ନିଜ ଗର୍ଲଫ୍ରେଣ୍ଡ୍‌ କେଲ୍ସୀ ହେଁସନ୍‌ଙ୍କୁ ନିକଟରେ ବିବାହ କରିଛନ୍ତି। ‘ଡେଲିମେଲ୍‌ ଡଟ୍‌ କେ ଡଟ୍‌  ୟୁକେ’ ଅନୁସାରେ ଥର୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ  ନିଜ ପ୍ରଶଂସକ ଫଲୋଅରମାନଙ୍କ ପାଇଁ ନିଜ ବିବାହର ଫଟୋ ଶେୟାର କରି ବାହାଘର କଥା ଘୋଷଣା କରିଛନ୍ତି।

ଜର୍ଣ୍ଣସନ୍‌ ଏହି ଫଟୋ ଶେଆର କରି ଲେଖିଥିଲେ, ‘‘ଏହା ବହୁତ ଖୁସିର କଥା ଯେ, ମୁଁ ଲେସୀ ମୋର୍ଗନ୍‌ ହେଁସନ୍‌ଙ୍କୁ ନିଜ ପତ୍ନୀ ଭାବେ ସମ୍ବୋଧନ କରିବି। ଏହି ସୁନ୍ଦରୀ ମହିଳାଙ୍କୁ ମୁଁ ସାରା ଜୀବନ ମୋ ସାଙ୍ଗରେ ରଖିବି। ଆମେ ଭବିଷ୍ୟତରେ ଏକାଠି ରହିବୁ ତାକୁ ନେଇ ମୁଁ ବହୁତ  ଉତ୍ସାହିତ ।  ଆମେ ନିକଟରେ ବିବାହ କରିଛୁ।’’

ଥର୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍‌ କରିଥିବା କଳାଧଳା ଫଟୋରେ  ଦୁହେଁ ଖୁବ୍‌ ସୁନ୍ଦର ଦେଖା ଯାଉଛନ୍ତି। ଥର ସୁଟ୍‌ ଓ ହେଁସନ୍‌ ଗାଉନ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ।

ସୂଚନା ମୁତାବକ ଦୁହିଁଙ୍କର ୨୦୧୭ କାନାଡାରେ ସାକ୍ଷାତ ହୋଇଥିଲା। ସେବେଠୁ ଦୁହିଁଙ୍କ ମଧ୍ୟର ସମ୍ପର୍କ  ଗଢ଼ି ଉଠିଥିଲା। ସେ ସମୟରେ ୫ ଫୁଟ୍‌ ୨ ଇଞ୍ଚର ହେଁସନ୍‌,  ୬ ଫୁଟ ୯ ଇଞ୍ଚର ଜର୍ଣ୍ଣସନ୍‌ଙ୍କ ସହ ଫଟୋ ନେବାକୁ ଆଗ୍ରହ ଥିଲେ। ଫଟୋ ଉଠିଥିଲା ଆଉ ତା ପରେ ଗଢ଼ି ଉଠିଥିଲା ଦୁହିଁଙ୍କ ମଧ୍ୟରେ ପ୍ରେମ।

ଡେଙ୍ଗା ବର ଆଉ ଛୋଟିଆ କନିଆଙ୍କ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି ଆଉ ଏଇ ଫଟୋ ପାଇଁ ଏହି ନ୍ୟୁଲି ୱେଡ୍‌ ଏବେ ଅନେକ ଶୁଭେଚ୍ଛା ସାଉଁଟୁଛନ୍ତି।

ଆମେ ଅବା ବାକି ରହିବୁ କହିଁକି, ଆମ ତରଫରୁ ବି ତାଙ୍କୁ ଅନେକ ଅନେକ ଶୁଭେଚ୍ଛା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story