ବଲିଉଡ୍‌ ପ୍ରେମରେ ପାଗଳ ବିଦେଶୀ ଯୁବତୀ

ମୁମ୍ବାଇ: ବଲିଉଡ୍‌ ପ୍ରେମରେ ଅନେକ ଲୋକ ପାଗଳ। ହେଲେ ଏହା କେବଳ ଦେଶ ଭିତରେ ସୀମିତ ନାହିଁ। ଦେଶ ବାହାରେ ମଧ୍ୟ ବଲିଉଡ୍‌ ଫିଲ୍ମ ଓ ଏହାର ଅଭିନେତା ଓ ଅଭିନେତ୍ରୀଙ୍କ କ୍ରେଜ୍ କିଛି କମ୍ ନୁହେଁ। ଅନେକ ବିଦେଶୀ ବଲିଉଡ୍‌ ଫିଲ୍ମକୁ ଭଲ ପାଇବା ସହିତ ଏହାର ଗୀତ ଏବଂ ଡାଏଲଗ୍‌କୁ ମଧ୍ୟ ପସନ୍ଦ କରିଥା’ନ୍ତି। ସେହିପରି ଜଣେ ବିଦେଶୀ ଯୁବତୀ ହେଉଛନ୍ତି ନୀନା ୱାଗ୍‌ନର୍‌। ତାଙ୍କୁ ମାତ୍ର ୨୨ ବର୍ଷ ହୋଇଛି। ବଲିଉଡ୍ ପ୍ରେମରେ […]

j1

j1

Rosalin Rath
  • Published: Sunday, 21 July 2019
  • Updated: 21 July 2019, 12:50 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ପ୍ରେମରେ ଅନେକ ଲୋକ ପାଗଳ। ହେଲେ ଏହା କେବଳ ଦେଶ ଭିତରେ ସୀମିତ ନାହିଁ। ଦେଶ ବାହାରେ ମଧ୍ୟ ବଲିଉଡ୍‌ ଫିଲ୍ମ ଓ ଏହାର ଅଭିନେତା ଓ ଅଭିନେତ୍ରୀଙ୍କ କ୍ରେଜ୍ କିଛି କମ୍ ନୁହେଁ। ଅନେକ ବିଦେଶୀ ବଲିଉଡ୍‌ ଫିଲ୍ମକୁ ଭଲ ପାଇବା ସହିତ ଏହାର ଗୀତ ଏବଂ ଡାଏଲଗ୍‌କୁ ମଧ୍ୟ ପସନ୍ଦ କରିଥା’ନ୍ତି। ସେହିପରି ଜଣେ ବିଦେଶୀ ଯୁବତୀ ହେଉଛନ୍ତି ନୀନା ୱାଗ୍‌ନର୍‌। ତାଙ୍କୁ ମାତ୍ର ୨୨ ବର୍ଷ ହୋଇଛି। ବଲିଉଡ୍ ପ୍ରେମରେ ପଡ଼ି ଏବେ ସେ ଜର୍ମାନରୁ ଭାରତ ଆସିଛନ୍ତି।

https://www.instagram.com/p/BrXXdMLon7j/?utm_source=ig_web_copy_link

ବିଭିନ୍ନ ସମୟରେ ସେ ବଲିଉଡ୍‌ ଗୀତରେ ନୃତ୍ୟ କରି ଅବା କୌଣସି ସଂଳାପରେ ଅଭିନୟ କରି ଯେଉଁ ସବୁ ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ୍ କରୁଛନ୍ତି, ତାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଭାରତୀୟ ବେଶ ପୋଷାକରେ ବି ସେ ଭିଡିଓ ପୋଷ୍ଟ୍ କରୁଛନ୍ତି। ତେଣୁ କେହି କେହି ତାଙ୍କୁ ଭାରତୀୟ ବୋଲି ବି ଭାବି ନିଅନ୍ତି।

https://www.instagram.com/p/Bt3xPFeIfUJ/?utm_source=ig_web_copy_link

ନୀନାଙ୍କ ଦେଶର ଭାଷା ଓ ଚାଲିଚଳଣୀ ଆମ ଦେଶଠାରୁ ପୂରା ଭିନ୍ନ। କିନ୍ତୁ ଆମ ଦେଶର ଫିଲ୍ମ ଏବଂ ନୃତ୍ୟ ତାଙ୍କୁ ଖୁବ୍‌ ପସନ୍ଦ ଆସେ।  ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ଭଲ ପାଇବାର କାରଣ ମଧ୍ୟ କହିଛନ୍ତି।

https://www.instagram.com/p/Bp4Gv9wH57_/?utm_source=ig_web_copy_link

ସେ କହିଛନ୍ତି,‘୨୦୦୭ ମସିହାରେ ପ୍ରଥମ ଥର ପାଇଁ ଜର୍ମାନର ଏକ ଟିଭି ଚ୍ୟାନେଲ୍‌ରେ ବଲିଉଡ୍‌ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ତା’ପରେ ମୁଁ ବଲିଉଡ୍‌ ଫିଲ୍ମ ସଂସ୍ପର୍ଶରେ ଆସିଥିଲି। ୧୨ ବର୍ଷ ତଳେ ମୁଁ ପ୍ରଥମେ ବଲିଉଡ୍‌ ଫିଲ୍ମ ‘କୁଚ୍ଛ କୁଚ୍ଛ ହୋତା ହୈ’ ଦେଖିବାକୁ ପାଇଥିଲି। ଏହା ମୋତେ ବହୁତ ପସନ୍ଦ ଆସିଥିଲା।”

https://www.instagram.com/p/BvPXJ9WopM-/?utm_source=ig_web_copy_link

ସେ କହିଛନ୍ତି,“ମୁଁ ବଲିଉଡ୍‌ ଡ୍ୟାନ୍ସ ଶିଖିବା ପାଇଁ ଡ୍ୟାନ୍ସ କ୍ଲାସ୍‌ରେ ନାମ ଲେଖାଇଥିଲି। ୨ ବର୍ଷ ସେଠାରେ ଡ୍ୟାନ୍ସ ଶିଖିଲା ପରେ ୯ ବର୍ଷ ବୟସରେ ମୁଁ ‘କୁଚ୍ଛ ନା କହୋ’ ଗୀତରେ ଡ୍ୟାନ୍ସ କରିଥିଲି।”

ସେ ଆହୁରି କହିଛନ୍ତି, ବଲିଉଡ୍‌ ହେଉଛି ଭାରତର ଦ୍ୱାର ସଦୃଶ। ଭାରତର ଭାଷା, ସଂସ୍କୃତି, ପରମ୍ପରା, ଚଳଣି, ଖାଦ୍ୟ, ପୋଷାକ ଓ ପର୍ବପର୍ବାଣୀ ପୂରା ଅଲଗା।

https://www.instagram.com/p/Bu_0hlJot9U/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story