ବଲିଉଡ୍‌ ପ୍ରେମରେ ପାଗଳ ବିଦେଶୀ ଯୁବତୀ

ମୁମ୍ବାଇ: ବଲିଉଡ୍‌ ପ୍ରେମରେ ଅନେକ ଲୋକ ପାଗଳ। ହେଲେ ଏହା କେବଳ ଦେଶ ଭିତରେ ସୀମିତ ନାହିଁ। ଦେଶ ବାହାରେ ମଧ୍ୟ ବଲିଉଡ୍‌ ଫିଲ୍ମ ଓ ଏହାର ଅଭିନେତା ଓ ଅଭିନେତ୍ରୀଙ୍କ କ୍ରେଜ୍ କିଛି କମ୍ ନୁହେଁ। ଅନେକ ବିଦେଶୀ ବଲିଉଡ୍‌ ଫିଲ୍ମକୁ ଭଲ ପାଇବା ସହିତ ଏହାର ଗୀତ ଏବଂ ଡାଏଲଗ୍‌କୁ ମଧ୍ୟ ପସନ୍ଦ କରିଥା’ନ୍ତି। ସେହିପରି ଜଣେ ବିଦେଶୀ ଯୁବତୀ ହେଉଛନ୍ତି ନୀନା ୱାଗ୍‌ନର୍‌। ତାଙ୍କୁ ମାତ୍ର ୨୨ ବର୍ଷ ହୋଇଛି। ବଲିଉଡ୍ ପ୍ରେମରେ ପଡ଼ି ଏବେ ସେ ଜର୍ମାନରୁ ଭାରତ ଆସିଛନ୍ତି।

View this post on Instagram

#17YearsOfK3G ♥️ The movie that took all our hearts and made many people in Europe fall in love with Bollywood! I can tell you many people here in Germany say this was their first Indian movie. A very special and iconic movie. We will ALWAYS feel nostalgic and automatically happy as soon as we hear Bole Chudiyan, Yeh Ladki Hai Allah and more songs of this movie.. The cast was perfect and direction as well. The perfect Bollywood entertainment. Thank you @karanjohar and Yash Johar for this! @iamsrk @amitabhbachchan @kajol @hrithikroshan , Kareena , Jaya and Rani have their best performances that made this movie unforgettable! Before some people get offended by my set up: it’s JUST a set up for a recreation 😉 | Feel free to share this video to make aware of this movie’s anniversary 😍 | @dharmamovies @indiatiktok @tiktok #kabhikhushikabhigham #k3g #17years #karanjohar #yashjohar #shahrukhkhan #jayabachchan #amitabhbachchan #ranimukherjee #kajol #hrithikroshan #kareenakapoor #tiktok #tiktokindia #actress #germangirl #indiangirl #germany #india #bollywood #instabollywood #expression #like #comment #share #followme @indiantalentscout @talent @tiktok.indiaofficial

A post shared by Nina W. (@naina.wa) on

ବିଭିନ୍ନ ସମୟରେ ସେ ବଲିଉଡ୍‌ ଗୀତରେ ନୃତ୍ୟ କରି ଅବା କୌଣସି ସଂଳାପରେ ଅଭିନୟ କରି ଯେଉଁ ସବୁ ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ୍ କରୁଛନ୍ତି, ତାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଭାରତୀୟ ବେଶ ପୋଷାକରେ ବି ସେ ଭିଡିଓ ପୋଷ୍ଟ୍ କରୁଛନ୍ତି। ତେଣୁ କେହି କେହି ତାଙ୍କୁ ଭାରତୀୟ ବୋଲି ବି ଭାବି ନିଅନ୍ତି।

ନୀନାଙ୍କ ଦେଶର ଭାଷା ଓ ଚାଲିଚଳଣୀ ଆମ ଦେଶଠାରୁ ପୂରା ଭିନ୍ନ। କିନ୍ତୁ ଆମ ଦେଶର ଫିଲ୍ମ ଏବଂ ନୃତ୍ୟ ତାଙ୍କୁ ଖୁବ୍‌ ପସନ୍ଦ ଆସେ।  ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ଭଲ ପାଇବାର କାରଣ ମଧ୍ୟ କହିଛନ୍ତି।

ସେ କହିଛନ୍ତି,‘୨୦୦୭ ମସିହାରେ ପ୍ରଥମ ଥର ପାଇଁ ଜର୍ମାନର ଏକ ଟିଭି ଚ୍ୟାନେଲ୍‌ରେ ବଲିଉଡ୍‌ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ତା’ପରେ ମୁଁ ବଲିଉଡ୍‌ ଫିଲ୍ମ ସଂସ୍ପର୍ଶରେ ଆସିଥିଲି। ୧୨ ବର୍ଷ ତଳେ ମୁଁ ପ୍ରଥମେ ବଲିଉଡ୍‌ ଫିଲ୍ମ ‘କୁଚ୍ଛ କୁଚ୍ଛ ହୋତା ହୈ’ ଦେଖିବାକୁ ପାଇଥିଲି। ଏହା ମୋତେ ବହୁତ ପସନ୍ଦ ଆସିଥିଲା।”

View this post on Instagram

Here is another Parvati scene for you, the reason why I chose this look! 🌹 I hope you enjoy and understand me and my intentions with this setup. Feel free to share it in your stories if you like it ♥️✨ – (Why are non Hindu film industry women allowed to dress up like married Hindu women but I am not? Just because I’m not that lucky that someone wants me in their movie? Just because there aren’t big cameras in front of me? It’s not like I’m randomly walking around outside, wearing Sindoor and a Mangalsutra! I wanted to recreate a scene and character I’m fascinated by. A married woman, with the scar of Devdas right next to the Sindoor. If people confuse that with disrespect and attention seeking, please just block me and get over it. Lots of love ♥️) @aishwaryaraibachchan_arb @madhuridixitnene @iamsrk @indiatiktok #devdas #aishwaryarai #aishwaryaraibachchan #madhuridixit #sanjayleelabhansali #bollywood #bollywoodmovie #bollywoodscene #tiktokindia #musicallyindia #actingwars #bollywoodactress #parvati #chandramukhi #featureme #indogerman #like #comment #share @tiktok @tiktok_india_ @aishwaryanetwork @aishwaryaraibachchan @madhuridixitx @indiantalentscout @shanoosharmayrfcasting

A post shared by Nina W. (@naina.wa) on

ସେ କହିଛନ୍ତି,“ମୁଁ ବଲିଉଡ୍‌ ଡ୍ୟାନ୍ସ ଶିଖିବା ପାଇଁ ଡ୍ୟାନ୍ସ କ୍ଲାସ୍‌ରେ ନାମ ଲେଖାଇଥିଲି। ୨ ବର୍ଷ ସେଠାରେ ଡ୍ୟାନ୍ସ ଶିଖିଲା ପରେ ୯ ବର୍ଷ ବୟସରେ ମୁଁ ‘କୁଚ୍ଛ ନା କହୋ’ ଗୀତରେ ଡ୍ୟାନ୍ସ କରିଥିଲି।”

ସେ ଆହୁରି କହିଛନ୍ତି, ବଲିଉଡ୍‌ ହେଉଛି ଭାରତର ଦ୍ୱାର ସଦୃଶ। ଭାରତର ଭାଷା, ସଂସ୍କୃତି, ପରମ୍ପରା, ଚଳଣି, ଖାଦ୍ୟ, ପୋଷାକ ଓ ପର୍ବପର୍ବାଣୀ ପୂରା ଅଲଗା।

View this post on Instagram

Part 2 – Song: Chhalka Chhalka Re Movie: Saathiya @yrf Starring: @ranimukherjeefp @vivekoberoi @sandymridul Singer: @richasharmaofficial @iyermahalakshmi @vaishalisamant Choreography: @missdushi @dancewithmadhuri (🎥: @hhonni ) – Even though it was cold, rainy and windy, I tried to bring some sunshine with this classic 😂✨ But with these conditions there are some flaws for sure, I still enjoyed 💕 I hope you do, too! Please share, THANK YOU 🙏🏼 #saathiya #chalkachalkare #ranimukherjee #vivekoberoi #bollywood #bollywooddance #dancer #instabollywood #instadance #bollyshake #newvideo #classicbollywood #indiandance #indogerman #dance #dancers #tiktokindia #like #comment #share @bollyshake @dancersofindia @goalsofdancing @dance @indiandancingstars

A post shared by Nina W. (@naina.wa) on