/odisha-reporter/media/post_attachments/uploads/2015/10/ghayal-once-again.png)
ghayal-once-again
[embed] style="text-align: justify">ମୁମ୍ବାଇ: ପୁଣି ବଲିଉଡରେ ଶୁଣିବାକୁ ମିଳିବ ‘ଢାଇ କିଲୋ କା ହାତ’ର ଡାଇଲଗ୍। ପୁଣି ଘାୟଲ ଷ୍ଟାର ସନ୍ନି ଦେୱଲ କରିବେ ଭିଲିଆନଙ୍କ ସଫାଇ। ସୋମବାର ରିଲିଜ୍ ହୋଇଛି ‘ଘାଏଲ ୱାନ୍ସ ଏଗେନ୍’ର ମୋସନ ପୋଷ୍ଟର୍। ଏଥିରେ ଘାୟଲର ସିଗ୍ନେଚର ଟ୍ୟୁନକୁ ବ୍ୟାକଗ୍ରାଉଣ୍ଡରେ ଦିଆଯାଇଛି। ଏହି ପ୍ରତୀକ୍ଷିତ ଫିଲ୍ମଟି ଆସନ୍ତା ୨୦୧୬ ଜାନୁଆରୀରେ ରିଲିଜ୍ ହେବ। ଏହାକୁ ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ପ୍ରଯୋଜନା ଦେଉଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ନିଜେ ସନ୍ନି ଦେୱଲ।
Advertisment
ଆକ୍ସନ ଭିତ୍ତିକ ଏହି ଫିଲ୍ମର ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ସୋହା ଅଲ୍ଲୀ ଖାନ୍,ଟିସକା ଚୋପ୍ରା ଓ ଓମ୍ ପୁରୀ। ଏହାର ଟିଜର ଦିୱାଲିରେ ଆସିବ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
