/odisha-reporter/media/post_attachments/uploads/2016/02/ghayal-once-againnnn.jpg)
ghayal-once-again
ମୁମ୍ୱାଇ:ଫ୍ରାଇଡେରେ ରିଲିଜ୍ ହୋଇଥିବା ଫିଲ୍ମ ‘ଘାୟଲ ୱାନ୍ସ ଏଗେନ୍’ ଦୁଇ ଦିନରେ ୧୪.୮୫ କୋଟି ଟଙ୍କା ଆୟ କରିଛି। ପ୍ରଥମ ଦିନରେ ଫିଲ୍ମ ୭.୨ ଏବଂ ଦ୍ୱିତୀୟ ଦିନରେ ୭.୬୫ କୋଟି ଟଙ୍କା ଆୟ କରିଛି। ୨୬ ବର୍ଷ ପୂର୍ବେ ପରଦାକୁ ଆସିଥିବା ସୁପରହିଟ୍ ଫିଲ୍ମ ‘ଘାୟଲ୍’ର ଏହା ହେଉଛି ସ୍ୱିକେଲ୍ ।
Advertisment
ସନି ଦେୱେଲ୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ସନିଙ୍କ ସହ ସୋହା ଅଲ୍ଲୀ ଖାନ୍,ଓମ୍ ଏବଂ ଟିକ୍ସା ଚୋପଡା ଅଭିନୟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
