Advertisment

ଦୁଇ ଦିନରେ ‘ଘାୟଲ ୱାନ୍ସ ଏଗେନ୍’ କଲେକ୍ସନ୍ ୧୫ କୋଟି

ମୁମ୍ୱାଇ:ଫ୍ରାଇଡେରେ ରିଲିଜ୍ ହୋଇଥିବା ଫିଲ୍ମ ‘ଘାୟଲ ୱାନ୍ସ ଏଗେନ୍’ ଦୁଇ ଦିନରେ ୧୪.୮୫ କୋଟି ଟଙ୍କା ଆୟ କରିଛି। ପ୍ରଥମ ଦିନରେ ଫିଲ୍ମ ୭.୨ ଏବଂ ଦ୍ୱିତୀୟ ଦିନରେ ୭.୬୫ କୋଟି ଟଙ୍କା ଆୟ କରିଛି। ୨୬ ବର୍ଷ ପୂର୍ବେ ପରଦାକୁ ଆସିଥିବା ସୁପରହିଟ୍  ଫିଲ୍ମ ‘ଘାୟଲ୍’ର ‌ଏହା ହେଉଛି ସ୍ୱିକେଲ୍ । ସନି ଦେୱେଲ୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ସନିଙ୍କ ସହ ସୋହା ଅଲ୍ଲୀ ଖାନ୍,ଓମ୍  ଏବଂ ଟିକ୍ସା ଚୋପଡା ଅଭିନୟ […]

ଦୁଇ ଦିନରେ ‘ଘାୟଲ ୱାନ୍ସ ଏଗେନ୍’ କଲେକ୍ସନ୍ ୧୫ କୋଟି

ghayal-once-again

Advertisment

ମୁମ୍ୱାଇ:ଫ୍ରାଇଡେରେ ରିଲିଜ୍ ହୋଇଥିବା ଫିଲ୍ମ ‘ଘାୟଲ ୱାନ୍ସ ଏଗେନ୍’ ଦୁଇ ଦିନରେ ୧୪.୮୫ କୋଟି ଟଙ୍କା ଆୟ କରିଛି। ପ୍ରଥମ ଦିନରେ ଫିଲ୍ମ ୭.୨ ଏବଂ ଦ୍ୱିତୀୟ ଦିନରେ ୭.୬୫ କୋଟି ଟଙ୍କା ଆୟ କରିଛି। ୨୬ ବର୍ଷ ପୂର୍ବେ ପରଦାକୁ ଆସିଥିବା ସୁପରହିଟ୍  ଫିଲ୍ମ ‘ଘାୟଲ୍’ର ‌ଏହା ହେଉଛି ସ୍ୱିକେଲ୍ ।

Advertisment

ସନି ଦେୱେଲ୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ସନିଙ୍କ ସହ ସୋହା ଅଲ୍ଲୀ ଖାନ୍,ଓମ୍  ଏବଂ ଟିକ୍ସା ଚୋପଡା ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe