କାର୍ତ୍ତିକ ଆର୍ଯ୍ୟନଙ୍କୁ ଦେଖି ଫ୍ୟାନ୍ ଜଣଙ୍କ କ’ଣ କଲେ, ଦେଖନ୍ତୁ ଭିଡିଓ

ମୁମ୍ୱାଇ: ବଲିଉଡ୍‌ ସେଲେବ୍ରିଟିଙ୍କୁ ଭେଟିବା ପାଇଁ ଫ୍ୟାନ୍ ମାନେ ଓଲଟାସିଧା କାମ କରୁଥିବା ସୋଶାଲ୍‌ ମିଡିଆରେ ଦେଖିବାକୁ ମିଳିଥାଏ। ସେହିପରି ଜଣେ ସେଲେବ୍ରିଟି ହେଉଛନ୍ତି କାର୍ତ୍ତିକ ଆର୍ଯ୍ୟନ୍‌, ଯିଏ ନିଜର ଭଲ ଅଭିନୟ ପାଇଁ କମ୍‌ ସମୟରେ ଲୋକପ୍ରିୟ ଅଭିନେତା ହୋଇପାରିଛନ୍ତି। କାର୍ତ୍ତିକଙ୍କ ଫ୍ୟାନ୍ ମାନଙ୍କ ତାଲିକା ବଢ଼ିବାରେ ଲାଗିଛି। ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଜଣେ ଝିଅ ତାଙ୍କୁ ଆଣ୍ଠୁ ମାଡ଼ି ପ୍ରପୋଜ୍‌ କରୁଛନ୍ତି। ‘ଫିଲ୍ମି ଜ୍ଞାନ’ ସୋଶାଲ୍ ମିଡିଆ ଆକାଉଣ୍ଟରୁ […]

kkkkk

kkkkk

Puspanjali Panda
  • Published: Monday, 30 September 2019
  • Updated: 30 September 2019, 10:11 AM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ସେଲେବ୍ରିଟିଙ୍କୁ ଭେଟିବା ପାଇଁ ଫ୍ୟାନ୍ ମାନେ ଓଲଟାସିଧା କାମ କରୁଥିବା ସୋଶାଲ୍‌ ମିଡିଆରେ ଦେଖିବାକୁ ମିଳିଥାଏ। ସେହିପରି ଜଣେ ସେଲେବ୍ରିଟି ହେଉଛନ୍ତି କାର୍ତ୍ତିକ ଆର୍ଯ୍ୟନ୍‌, ଯିଏ ନିଜର ଭଲ ଅଭିନୟ ପାଇଁ କମ୍‌ ସମୟରେ ଲୋକପ୍ରିୟ ଅଭିନେତା ହୋଇପାରିଛନ୍ତି।

କାର୍ତ୍ତିକଙ୍କ ଫ୍ୟାନ୍ ମାନଙ୍କ ତାଲିକା ବଢ଼ିବାରେ ଲାଗିଛି। ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଜଣେ ଝିଅ ତାଙ୍କୁ ଆଣ୍ଠୁ ମାଡ଼ି ପ୍ରପୋଜ୍‌ କରୁଛନ୍ତି। ‘ଫିଲ୍ମି ଜ୍ଞାନ’ ସୋଶାଲ୍ ମିଡିଆ ଆକାଉଣ୍ଟରୁ ଏହି ଭିଡିଓଟିକୁ ଶେଆର୍‌ କରାଯାଇଛି।

ଫ୍ୟାନ୍ ମାନେ କାର୍ତ୍ତିକଙ୍କର ଏହି ଭିଡିଓଟିକୁ ଖୁବ୍‌ ପସନ୍ଦ କରିଛନ୍ତି। ପୋଷ୍ଟ୍‌ ହେବା ପରେ ଏହାକୁ ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି।

https://www.instagram.com/p/B2640NQg40g/?utm_source=ig_web_copy_link

ଭାଇରାଲ୍‌ ହୋଇଥିବା ଭିଡିଓରେ ଯୁବତୀ ଜଣଙ୍କ କାର୍ତ୍ତିକଙ୍କୁ ଦେଖା କରିବା ପାଇଁ ଘର ବାହାରେ ଅପେକ୍ଷା କରିଛନ୍ତି। କାର୍ତ୍ତିକ ପ୍ରଥମେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ତେବେ ହଠାତ୍‌ ଯୁବତୀ ଜଣଙ୍କ ତାଙ୍କୁ ପ୍ରପୋଜ୍ କରିବା ପାଇଁ ତଳେ ଆଣ୍ଠୁ ମାଡ଼ି ବସି ଯାଇଛନ୍ତି। ଏହାପରେ କାର୍ତ୍ତିକ ତାଙ୍କୁ ସମ୍ମାନ ଜଣାଇ ତାଙ୍କ ସହିତ ସେଲ୍‌ଫି ନେଇଛନ୍ତି।

କାର୍ତ୍ତିକଙ୍କ ଭିଡିଓ ଭାଇରାଲ୍ ହେବା ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ମଧ୍ୟ ତାଙ୍କ ସହିତ ଏପରି ଅନେକ ଘଟଣା ଘଟିଛି। ଅନ୍ୟ ଏକ ଭିଡିଓରେ କିଛି କଲେଜ ଝିଅ ତାଙ୍କ ଗାଲକୁ ଚିପି ଦେବା ସହିତ ସେଲ୍‌ଫି ନେବା ପାଇଁ ଭିଡ଼ ଜମାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା।

https://www.instagram.com/p/B023JVOlsS7/?utm_source=ig_web_copy_link

ବର୍ତ୍ତମାନ ଭୂମି ପେଡନାକର ଓ ଅନନ୍ୟା ପାଣ୍ଡେଙ୍କ ସହିତ କାର୍ତ୍ତିକ ଆର୍ଯ୍ୟନ୍‌ ‘ପତି ପତ୍ନୀ ଔର୍‌ ବୋ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ୬ ଡିସେମ୍ୱରରେ ରିଲିଜ୍‌ ହେବ। ଏହା ବ୍ୟତୀତ ‘ଦୋସ୍ତାନା ୨’ ଓ ‘ଭୁଲ ଭୁଲେୟା ୨’ ଫିଲ୍ମରେ ମଧ୍ୟ କାର୍ତ୍ତିକଙ୍କ ଅଭିନୟ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story